wheel

AJC Publications and Media Portal

 

But the Comforter, which is the Holy Ghost, whom the Father will send in my name, he shall teach you all things,
and bring all things to your remembrance, whatsoever I have said unto you. John 14:26


ଗୀତସଂହିତାଅଧ୍ୟାୟ 114
  • 1 ଯେତବେେଳେ ଇଶ୍ରାୟେଲ ମିଶରରୁ ପରିତ୍ଯାଗ କଲେ, ୟାକୁବ ବଂଶ ବିଦେଶୀ ଲୋକଙ୍କଠାରୁ ବାହାରିଲେ।
  • 2 ସହେି ସମଯରେ ଯିହୁଦା ପରମେଶ୍ବରଙ୍କର ବିଶଷେ ଲୋକ ହେଲେ। ଇଶ୍ରାୟେଲ ତାଙ୍କର ରାଜ୍ଯ ହେଲା।
  • 3 ସୁଫ ସମୁଦ୍ର ତାହା ଦେଖି ଘୁଞ୍ଚି ଗଲା। ୟର୍ଦ୍ଦନ ନଦୀ ଉଜାଣି ବହିଲା।
  • 4 ପର୍ବତଗଣ ମଷେପରି ଡ଼ଇେଁଲେ। ମଷେ ଛୁଆପରି ଉପପର୍ବତଗଣ ଡ଼ିଆଁ ମାରିଲେ।
  • 5 ହେ ସୁଫ ସମୁଦ୍ର, ତୁମ୍ଭେ କାହିଁକି ଘୁଞ୍ଚିଗଲ ? ହେ ୟର୍ଦ୍ଦନ ତୁମ୍ଭେ କାହିଁକି ଉଜାଣି ବହୁଛ ?
  • 6 ହେ ପର୍ବତଗଣ, ତୁମ୍ଭେ କାହିଁକି ମଷେମାନଙ୍କ ପରି ଡଇେଁଲ ? ହେ ଉପପର୍ବତଗଣ, ତୁମ୍ଭେ କାହିଁକି ମଷେ ଶାବକଙ୍କ ପରି ଡ଼ଇେଁଲ ?
  • 7 ହେ ପୃଥିବୀ, ୟାକୁବର ପରମେଶ୍ବରଙ୍କ ସମ୍ମୁଖରେ କମ୍ପିତ ହୁଅ।
  • 8 ପରମେଶ୍ବର ହେଉଛନ୍ତି ସହେି ୟାହାଙ୍କ ୟୋଗୁ ପର୍ବତରୁ ଝରଣା ବୁହାଇଲେ ଓ ପରମେଶ୍ବର ଚକ୍ମକି ପଥରକୁ ନିର୍ଝର ବୁହାଇଲେ।