- 1 ହେ ସଦାପ୍ରଭୁ, ତୁମ୍ଭେ ନିଜ ଦେଶ ପ୍ରତି ଦୟା ଦଖାଇେଅଛ। ବିଦେଶରେ ୟାକୁବର ଲୋକମାନେ ବନ୍ଦୀ ହାଇେଥିଲେ। ସମାନଙ୍କେୁ ଛଡ଼ାଇ ତାଙ୍କର ନିଜ ଦେଶକୁ ନଇେଆସିଲ।
- 2 ହେ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକମାନଙ୍କର ଅପରାଧ ସବୁ କ୍ଷମା କଲ। ଆଉ ତୁମ୍ଭେ ସମାନଙ୍କେର ପାପସବୁ ପୋଛିଲ।
- 3 ଆପଣା ସମସ୍ତ କୋର୍ଧରୁ ନିବୃତ୍ତ ହୁଅ। ଆପଣା କୋର୍ଧରେ ପ୍ରଚଣ୍ଡ ହୁଅ ନାହିଁ।
- 4 ହେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ବର, ଆମ୍ଭମାନଙ୍କୁ ତୁମ୍ଭ ପାଖକୁ ଫରୋଇ ଆଣ ଏବଂ ଆମ୍ଭ ଉପରେ ଅପ୍ରସନ୍ନ ହବୋ ବନ୍ଦ କର।
- 5 ତୁମ୍ଭେ କି ସଦାକାଳ ଆମ୍ଭ ଉପରେ କୋର୍ଧିତ ହାଇେ ରହିବ ?
- 6 ନିଶ୍ଚିତ ତୁମ୍ଭେ ଆଉଥରେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦବେ। ତଣେୁ ତୁମ୍ଭର ଲୋକମାନେ ତୁମ୍ଭ ସହିତ ଆନନ୍ଦ କରିବେ।
- 7 ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ରକ୍ଷା କର ଏବଂ ଦଖାଇେ ଦିଅ ୟେ ତୁମ୍ଭେ ଆମ୍ଭକୁ ପ୍ରମେ କରୁଛ।
- 8 ସଦାପଭ୍ରୁ ପରମେଶ୍ବର ୟାହା କହିବେ ମୁଁ ଶୁଣିବି। ସେ ପ୍ରତିଜ୍ଞା କରିଛନ୍ତି ୟେ, ଆପଣା ଲୋକମାନଙ୍କ ଓ ଆପଣା ଅନୁସରଣକାରୀମାନଙ୍କ ପାଇଁ ଶାନ୍ତି ବିରାଜମାନ କରିବେ। ସମାନେେ ପୁନର୍ବାର ମୂର୍ଖତା ଜୀବନୟାପନ କରିବା ପାଇଁ ଫରେି ନ ୟାଆନ୍ତୁ।
- 9 ପରମେଶ୍ବର ତାଙ୍କର ଅନୁସରଣକାରୀଙ୍କୁ ଶୀଘ୍ର ରକ୍ଷା କରିବେ। ଆମ୍ଭେ ଖୁବ୍ ଶୀଘ୍ର ଆମ୍ଭ ଦେଶରେ ସମ୍ମାନର ସହ ବାସ କରିବୁ।
- 10 ସ୍ନହପେୂର୍ଣ୍ଣ କରୁଣା ଓ ବିଶ୍ବସ୍ତତା ଦେଶକୁ ପ୍ରତ୍ଯାବର୍ତ୍ତନ କରେ। ଧର୍ମ ଓ ଶାନ୍ତି ପରସ୍ପରକୁ ବନ୍ଧୁପରି ଅଭିନନ୍ଦନ କରନ୍ତି।
- 11 ପୃଥିବୀର ଲୋକମାନେ ପରମେଶ୍ବରଙ୍କଠାରେ ବିଶ୍ବସ୍ତ ହବେେ ଏବଂ ସ୍ବର୍ଗରେ ପରମେଶ୍ବର ସମାନଙ୍କେର ମଙ୍ଗଳ କରିବେ।
- 12 ସଦାପ୍ରଭୁ ଉତ୍ତମ ବସ୍ତୁ ପ୍ରଦାନ କରିବେ ଏବଂ ଆମ୍ଭମାନଙ୍କ ଧରଣୀ ଫଳ ଉତ୍ପନ୍ନ କରିବ।
- 13 ଧର୍ମ ପରମେଶ୍ବରଙ୍କର ଆଗେ ଆଗେ ୟିବ ଓ ତାଙ୍କ ପଦଚିହ୍ନକୁ ଗମନର ପଥ ତିଆରି କରିବ।
Psalms 085
- Details
- Parent Category: Old Testament
- Category: Psalms
ଗୀତସଂହିତା ଅଧ୍ୟାୟ 85