- 1 ହେ ପରମେଶ୍ବର, ମାେତେ ରକ୍ଷା କର ! ହେ ପରମେଶ୍ବର, ମାେତେ ଶୀଘ୍ର ଉତ୍ତର କର !
- 2 ଲୋକମାନେ ମାେତେ ମାରିବା ପାଇଁ ଚେଷ୍ଟା କରୁଛନ୍ତି। ସମାନଙ୍କେୁ ନିରାଶ ଓ ଅପମାନିତ କର ! ଲୋକମାନେ ମାରେ କ୍ଷତି କରିବା ପାଇଁ ଚାହୁଁଛନ୍ତି। ମୁଁ ଆଶାକରେ ତାଙ୍କୁ ଲଜ୍ଜା ଦଇେ ବିଦାକର।
- 3 ଲୋକମାନେ ମାେତେ ପରିହାସ କରନ୍ତି। ସମାନେେ ସମାନଙ୍କେର ଲଜ୍ଜାର କାରଣ ପାଇଁ ଆସିପାରନ୍ତି।
- 4 ମୁଁ ଆଶାକରେ ଯେଉଁମାନେ ତୁମ୍ଭଙ୍କୁ ଅନ୍ବଷେଣ କରନ୍ତି, ସମାନେେ ବହୁତ ଉଲ୍ଲସିତ ଓ ଖୁସି ହୁଅନ୍ତି। ଯେଉଁମାନେ ତୁମ୍ଭର ପରିତ୍ରାଣକୁ ଆଶା କରନ୍ତି, ସର୍ବଦା କହିବେ, "ପରମେଶ୍ବର ମହାନ ଅଟନ୍ତି।"
- 5 ମୁଁ ଏକ ନିଃସହାୟ ଲୋକ। ହେ ପରମେଶ୍ବର, ଶୀଘ୍ର ମାେତେ ଉଦ୍ଧାର କର ! ହେ ପରମେଶ୍ବର !ତୁମ୍ଭେ ହିଁ କବଳେ ମାରେ ସହାୟ ଓ ରକ୍ଷା କର। ସଦାପ୍ରଭୁ ବିଳମ୍ବ କର ନାହିଁ।
Psalms 070
- Details
- Parent Category: Old Testament
- Category: Psalms
ଗୀତସଂହିତା ଅଧ୍ୟାୟ 70