- 1 କୋମଳ ପୂର୍ଣ୍ଣ ଉତ୍ତର କୋରଧକୁ ଦମନ କରେ। ମାତ୍ର କଟୁବାକ୍ଯ କୋପ ଜନ୍ମାଏ।
- 2 ଜଣେ ଜ୍ଞାନୀ ଲୋକ ତା'ର ଚିନ୍ତାଧାରା ଭଲ ଭାବରେ କହିପା ରେ। କିନ୍ତୁ ନିର୍ ବୋଧ ନିର୍ ବୋଧତାକୁ ବଖାଣେ।
- 3 ସଦାପ୍ରଭୁ ସର୍ବଦା ସବୁଠା ରେ ଘଟୁଥିବା ଘଟଣାକୁ ଦେଖନ୍ତି। ସେ ଅଧମ ଓ ଉତ୍ତମ ଲୋକମାନଙ୍କୁ ମଧ୍ଯ ନୀରିକ୍ଷଣ କରନ୍ତି।
- 4 ଶାନ୍ତିର ବାକ୍ଯ ଜୀବନର ବୃକ୍ଷ ସ୍ବରୂପ। ମାତ୍ର କୁଟିଳ ବାକ୍ଯ ଆତ୍ମା ନଷ୍ଟ କରେ।
- 5 ଅଜ୍ଞାନ ଆପଣା ପିତାର ଶାସନକୁ ଅବ ହଳୋ କରେ, ମାତ୍ର ବିଜ୍ଞୋଚିତ ବ୍ଯକ୍ତି ଭର୍ତ୍ସନାକୁ ଆଦର ସହ ଗ୍ରହଣ କରନ୍ତି।
- 6 ଧାର୍ମିକର ଗୃହ ରେ ବହୁ ସମ୍ପତ୍ତି ଥାଏ। ମାତ୍ର ଦୁଷ୍ଟର ଆଯ ରେ ସବୁବେଳେ କଷ୍ଟ ଥାଏ।
- 7 ଜ୍ଞାନୀମାନଙ୍କର ବାକ୍ଯ ଜ୍ଞାନ ପ୍ରସାରଣ କରେ। ମାତ୍ର ମୂର୍ଖର ମନ ସପରେି କରେ ନାହିଁ।
- 8 ଦୁଷ୍ଟମାନଙ୍କ ବଳିଦାନ ସଦାପ୍ରଭୁଙ୍କଠା ରେ ଘୃଣାର ବିଷଯ ଅଟେ। ମାତ୍ର ସରଳ ଲୋକଙ୍କର ପ୍ରାର୍ଥନାକୁ ସେ ଗ୍ରହଣ କରନ୍ତି।
- 9 ଦୁଷ୍ଟର ଗତି ସଦାପ୍ରଭୁଙ୍କର ଘୃଣା ବିଷଯ। ମାତ୍ର ଧାର୍ମିକତାର ଅନୁଗାମୀକି ସେ ପ୍ ରମେ କରନ୍ତି।
- 10 ଜଣେ ୟିଏ ଜ୍ଞାନର ପଥ ତ୍ଯାଗ କରେ, ପୁଣି ଯେଉଁଲୋକ ଅନୁୟୋଗ ଘୃଣା କରେ ସେ ମରିବ।
- 11 ମୃତ୍ଯୁ ଓ ବିନାଶ ସଦାପ୍ରଭୁଙ୍କ ଆଗ ରେ ଖାେଲା ପଡ଼ିଥାଏ। ଲୋକମାନଙ୍କର ହୃଦଯର ଅଭିପ୍ରାଯ ତା ଅପେକ୍ଷା ତାହାଠାରୁ ଅଧିକ ସ୍ପଷ୍ଟା
- 12 ଜଣେ ନିନ୍ଦୁକ ଅନୁୟୋଗ ପାଇବାକୁ ଭଲ ପାଆନ୍ତି ନାହିଁ। ସମାନେେ କଦାପି ଜ୍ଞାନୀ ଲୋକମାନଙ୍କ ନିକଟକୁ ୟାଆନ୍ତି ନାହିଁ।
- 13 ଗୋଟିଏ ଆନନ୍ଦିତ ହୃଦଯ ମୁଖକୁ ପ୍ରଫୁଲ୍ଲ କରେ। କିନ୍ତୁ ହୃଦଯର ଦୁଃଖ ସହିତ, ଆତ୍ମା ଦୁଃଖୀ ହବେ ଏବଂ ଭାଙ୍ଗି ୟାଏ।
- 14 ବୁଦ୍ଧିମାନର ମନ ଜ୍ଞାନ ଲୋଡ଼େ। ମାତ୍ର ମୂର୍ଖମାନଙ୍କର ମୁଖ ଅଜ୍ଞାନତା ଆହାର କରେ।
- 15 ଗୋଟିଏ ମାତ୍ର ଜଣେ ହୃଷ୍ଟଚିତ୍ତ ପାଇଁ ପ୍ରେତ୍ୟକକ ଦିନ ଗୋଟିଏ ଭୋଜି ଅଟେ।
- 16 ଅଶାନ୍ତି ୟୁକ୍ତି ବହୁ ସମ୍ପତ୍ତି ଅପେକ୍ଷା ସଦାପ୍ରଭୁଙ୍କ ଭୟୟୁକ୍ତ ଅଳ୍ପ ସମ୍ପତ୍ତି ଭଲ।
- 17 ହିଂସା ସହିତ ହୃଷ୍ଟପୃଷ୍ଟ ଗୋମାଂସ ଭୋଜନ ଅପେକ୍ଷା ପ୍ ରମେଥିବା ସ୍ଥାନ ରେ ଶାକାନ୍ନ ଭଲ।
- 18 କ୍ରୋଧୀ ଲୋକ ବିବାଦ ଆରମ୍ଭ କରେ କିନ୍ତୁ ଜଣେ ର୍ଧୈୟ୍ଯ ମଣିଷ ଯାହାର ଗୋଟିଏ ବିବାଦକୁ ସମାଧାନ କରେ।
- 19 ଅଳସର ବାଟ କଣ୍ଟାବାଡ଼ ପରି, ମାତ୍ର ଗୋଟିଏ ସାଧୁ ଲୋକର ପଥ ଗୋଟିଏ ରାଜପଥ ପରି ଅଟେ।
- 20 ଜ୍ଞାନୀ ପୁତ୍ର ପିତାର ଆହ୍ଲାଦ ଜନ୍ମାଏ, ମାତ୍ର ମୂର୍ଖ ପୁତ୍ର ଆପଣା ମାତାକୁ ତୁଚ୍ଛ କରେ।
- 21 ନିର୍ ବୋଧ ପ୍ରତି, ଅଜ୍ଞାନତା କୌତୁହଳପୂର୍ଣ୍ଣ, ମାତ୍ର ବୁଦ୍ଧିମାନ୍ ଲୋକ ଆପଣା ଗତି ୟଥୋଚିତ୍ କରନ୍ତି।
- 22 ମନ୍ତ୍ରଣା ଅଭାବରେ ସଙ୍କଳ୍ପ ବିଫଳ ହୁଏ। ମାତ୍ର ବହୁତ ମନ୍ତ୍ରଣାଦ୍ବାରା ତାହା ସ୍ଥିରୀକୃତ ହୁଏ।
- 23 ଉତ୍ତମ ଉତ୍ତର ଦଇେ ଜଣେ ଆନନ୍ଦ ପାଏ, କିନ୍ତୁ କେତେ ଭଲ ୟଥୋଚିତ କଥା ୟଥୋଚିତ ସମୟରେ ଅଟେ।
- 24 ନୀଚସ୍ଥିତ ପାତାଳକୁ ତ୍ଯାଗ କରିବା ପାଇଁ ବୁଦ୍ଧିମାନ୍ ଲୋକଙ୍କ ନିମନ୍ତେ ଜୀବନର ପଥ ଉର୍ଦ୍ଧ୍ବଗାମୀ।
- 25 ଗର୍ବୀ ଲୋକର ଗୃହକୁ ସଦାପ୍ରଭୁ ବିନାଶ କରିବେ। ମାତ୍ର ବିଧବାର ସୀମା ସଦାପ୍ରଭୁ ସ୍ଥିର କରିବେ।
- 26 ଦୁଷ୍ଟ ଲୋକର ଚିନ୍ତାଧାରାଗୁଡ଼ିକ ସଦାପ୍ରଭୁଙ୍କର ନିକଟରେ ଘୃଣ୍ଯ ଅଟେ। ମାତ୍ର ସ୍ବଳ୍ପ କଥା ଆନନ୍ଦ ଦାୟକ।
- 27 ଲୋଭୀ ଆପଣା ପରିଜନକୁ ଦୁଃଖ ଦିଏ। ମାତ୍ର ଯେଉଁ ଲୋକ ଲାଞ୍ଚକୁ ଘୃଣା କରେ, ସେ ବଞ୍ଚିବ।
- 28 ଧାର୍ମିକର ମନ ବିବଚେନା କରି ଉତ୍ତର ଦିଏ। ମାତ୍ର ଦୁଷ୍ଟମାନଙ୍କ ମୁଖ ମନ୍ଦକଥା ସର୍ବଦା କ ହେ।
- 29 ସଦାପ୍ରଭୁ ଦୁଷ୍ଟମାନଙ୍କଠାରୁ ଦୂର ରେ ଥାନ୍ତି। ପୁଣି ଧାର୍ମିକମାନଙ୍କର ପ୍ରାର୍ଥନା ସେ ଶୁଣନ୍ତି।
- 30 ଚକ୍ଷୁର ଦୀପ୍ତି ମନକୁ ଆନନ୍ଦିତ କରେ। ଉତ୍ତମ ସମାଚାର ଅସ୍ଥିଗୁଡ଼ିକୁ ପୃଷ୍ଟି ଯୋଗଏ।
- 31 ଯେଉଁ କର୍ଣ୍ଣ ଜୀବନ ଦାୟକ ଅନୁୟୋଗ ଶୁଣେ, ତାହା ଜ୍ଞାନୀମାନଙ୍କ ମଧିଅରେ ବାସ କରେ।
- 32 ଯେଉଁ ଲୋକ ଶାସନ ଅଗ୍ରାହ୍ଯ କରେ, ସେ ଆପଣା ପ୍ରାଣ କାଳକୁ ହ୍ରାସ କରେ। ମାତ୍ର ଅନୁ ଯୋଗ ଯେ ଶୁଣେ, ସେ ବୁଦ୍ଧି ପାଏ।
- 33 ସଦାପ୍ରଭୁଙ୍କର ସମ୍ମାନ ଜ୍ଞାନପ୍ରଦ ଉପଦେଶ ଅଟେ। ଏବଂ ନମ୍ରତା ସମ୍ଭ୍ରମର ସମ୍ମୁଖ ରେ ଥାଏ।
Proverbs 15
- Details
- Parent Category: Old Testament
- Category: Proverbs
ହିତୋପଦେଶ ଅଧ୍ୟାୟ 15