wheel

AJC Publications and Media Portal

 

But the Comforter, which is the Holy Ghost, whom the Father will send in my name, he shall teach you all things,
and bring all things to your remembrance, whatsoever I have said unto you. John 14:26


ଗଣନା ପୁସ୍ତକଅଧ୍ୟାୟ 2
  • 1 ଅନନ୍ତର ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ କହିଲେ;
  • 2 "ଇଶ୍ରାୟେଲର ଲୋକମାନେ ସମାଗମ ତମ୍ବୁର ଚତୁର୍ଦ୍ଦିଗ ରେ ଛାଉଣୀ ସ୍ଥାପନ କରିବେ। ପ୍ରେତ୍ୟକକ ଦଳ ରେ ତାଙ୍କ ନିଜ ଦଳର ଧ୍ବଜା ରହିବ। ଏବଂ ପ୍ରେତ୍ୟକକ ବ୍ଯକ୍ତିର ପାଖ ରେ ତା'ର ଦଳର ଧ୍ବଜା ପାଖ ରେ ଛାଉଣୀ ସ୍ଥାପନ କରିବ।
  • 3 "ୟିହୂଦାର ବିଭାଗ ଛାଉଣୀ ସ୍ଥାପନ କରିବେ ତାଙ୍କ ଧ୍ବଜା ସହିତ ପୂର୍ବଦିଗର ସୂୟ୍ଯର୍ୋଦଯ ଆଡେ, ପୁଣି ଅମ୍ମୀନାଦବର ପୁତ୍ର ନ ହଶାେନ ଯିହୁଦାର ଲୋକମାନଙ୍କର ନେତା ହବେ।
  • 4 ତାଙ୍କର ସୈନ୍ଯ ସଂଖ୍ଯା 74,600
  • 5 ଯିହୁଦା ଗୋଷ୍ଠୀର ପାଖ ରେ ଇଷାଖର ଗୋଷ୍ଠୀ ଛାଉଣୀ ସ୍ଥାପନ କରିବେ। ଜୁଆର ପୁତ୍ର ନେଥନିଯଲ, ଇଷାଖର ଲୋକମାନଙ୍କର ଅଧିପତି ହବେ।
  • 6 ସହେି ସୈନ୍ଯ ସଂଖ୍ଯା 54,600 ହବେେ।
  • 7 "ସବୁଲୂନର ଗୋଷ୍ଠୀ ମଧ୍ଯ ଯିହୁଦାର ପାଶର୍‌ବ ରେ ଛାଉଣୀ ସ୍ଥାପନ କରିବେ, ହେଲୋନର ପୁତ୍ର ଇଲୀଯାବ ସବୁଲୂନର ଲୋକମାନଙ୍କର ଅଧିପରି ହବେ।
  • 8 ତାହାର ସୈନ୍ଯ ସଂଖ୍ଯା 57,400 ହବେ।
  • 9 "ଯିହୁଦା ଛାଉଣୀର ସମୁଦାଯ ସୈନ୍ଯ ସଂଖ୍ଯା 1,86,400 ସମାନେେ ପ୍ରଥମେ ଅଗ୍ରସର ହବେେ।
  • 10 "ରୁବନେ ବିଭାଗର ଛାଉଣୀର ଧ୍ବଜା ଦକ୍ଷିଣ ଦିଗକୁ ରହିବ। ଶଦଯେୂରର ପୁତ୍ର ଇଲୀଷୂର ରୁବନେ ଗୋଷ୍ଠୀର ଅଧିପତି ହବେ।
  • 11 ତାଙ୍କର ସୈନ୍ଯବାହିନୀର ସୀମର୍ଥ୍ଯ 46,500
  • 12 "ରୁବନରେ ଗୋଷ୍ଠୀ ଛାଉଣୀ ପାଖ ରେଶିମିଯୋନ ପରିବାରବର୍ଗ ଛାଉଣୀ ସ୍ଥାପନ କରିବେ ଓ ସୂରୀଶଦ୍ଦଯର ପୁତ୍ର ଶଲୁମୀଯଲେଶିମିଯୋନ ଲୋକମାନଙ୍କର ଅଧିପତି ହବେ।
  • 13 ତାଙ୍କର ସୈନ୍ଯବାହିନୀର ସାମର୍ଥ୍ଯ 59,300
  • 14 "ରୁବନରେ ଲୋକମାନଙ୍କ ଛାଉଣୀ ପାଖ ରେ ଗାଦ ଗୋଷ୍ଠୀ ଛାଉଣୀ ସ୍ଥାପିତ ହବେ। ରୁଯଲରେ ପୁତ୍ର ଇଲୀଯାସଫ ଗାଦ ଲୋକମାନଙ୍କର ଅଧିପତି ହବେ।
  • 15 ତାଙ୍କର ସୈନ୍ଯବାହିନୀର ସାମର୍ଥ୍ଯ 45,650
  • 16 "ରୁବନେ ଛାଉଣୀର ସୈନ୍ଯ ସଂଖ୍ଯା ଗଣନା ଅନୁସାରେ 1,51,450 ସମାନେେ ଦ୍ବିତୀୟ ରେ ଅଗ୍ରସର ହବେେ।
  • 17 "ଏହାପରେ ଲବେୀୟମାନଙ୍କ ଛାଉଣୀ ସହିତ ସମାଗମ ତମ୍ବୁ ଛାଉଣୀ ମାନଙ୍କ ମଧ୍ଯବର୍ତ୍ତୀ ହାଇେ ଅଗ୍ରସର ହବେ। ସମାନେେ ସହେି ନିଯମ ରେ ଅଗ୍ରସର ହବେେ, ଯେପରି ଛାଉଣୀ ସ୍ଥାପନ କରିବେ, ସମସ୍ତେ ତାଙ୍କ ଧ୍ବଜା ପାଖ ରେ ସର୍ବଦା ରହିବେ।
  • 18 "ଇଫ୍ରଯିମ ବିଭାଗର ଛାଉଣୀର ଧ୍ବଜା ପଶ୍ଚିମ ଦିଗକୁ ରହିବ। ପୁଣି ଅମ୍ମୀହୂଦର ପୁତ୍ର ଇଲୀଶାମା ଇଫ୍ରଯିମ ଲୋକମାନଙ୍କର ଅଧିପତି ହବେ।
  • 19 ତାଙ୍କର ସୈନ୍ଯବାହିନୀର ସାମର୍ଥ୍ଯ 40,500
  • 20 "ଇଫ୍ରଯିମ ଗୋଷ୍ଠୀ ଛାଉଣୀର ପରେ ମନଃଶି ଗୋଷ୍ଠୀ ଛାଉଣୀ ସ୍ଥାପନ କରିବେ। ପୁଣି ପଦାହସୂରର ପୁତ୍ର ଗମଲୀଯଲେ ମନଃଶି ଲୋକମାନଙ୍କର ଅଧିପତି ହବେ।
  • 21 ତାଙ୍କର ସୈନ୍ଯବାହିନୀର ସାମର୍ଥ୍ଯ 32,200
  • 22 "ବିଦ୍ଯାମୀନ ଗୋଷ୍ଠୀ ଇଫ୍ରଯିମ ଗୋଷ୍ଠୀ ଭୟ ରେ ଛାଉଣୀ ସ୍ଥାପନ କରିବେ। ପୁଣି ଗିଦିଯୋନିର ପୁତ୍ର ଅବୀନାସ ବିଦ୍ଯାମୀନ ଲୋକମାନଙ୍କର ଅଧିପତି ହବେ।
  • 23 ତାଙ୍କର ସୈନ୍ଯବାହିନୀର ସାମର୍ଥ୍ଯ 35,400
  • 24 "ଇଫ୍ରଯିମ ଛାଉଣୀର ଗଣ୍ଯ ସୈନ୍ଯସଂଖ୍ଯା 1,08,100 ସମାନେେ ତୃତୀୟ ରେ ଅଗ୍ରସର ହବେେ।
  • 25 "ଦାନ ବିଭାଗର ଛାଉଣୀର ଧ୍ବଜା ଉତ୍ତର ଦିଗକୁ ରହିବ। ଅମ୍ମୀଶଦ୍ଦଯର ପୁତ୍ର ଅହୀଯଷେର ଦାନ ସନ୍ତାନଗଣର ଅଧିପତି ହବେ।
  • 26 ତାଙ୍କର ସୈନ୍ଯବାହିନୀର ସାମର୍ଥ୍ଯ 62,700
  • 27 "ଦାନ ଗୋଷ୍ଠୀର ଛାଉଣୀ ପାଖ ରେ ଆଶରେ ଗୋଷ୍ଠୀର ଛାଉଣୀ ରହିବ; ଆକ୍ରଣର ପୁତ୍ର ପଗୀଯଲେ ଆଶରେ ସନ୍ତାନଗଣର ଅଧିପତି ହବେ।
  • 28 ତାଙ୍କର ସୈନ୍ଯବାହିନୀର ସାମର୍ଥ୍ଯ 41,500
  • 29 "ନପ୍ତାଲି ଗୋଷ୍ଠୀର ଛାଉଣୀ ଦାନ ଗୋଷ୍ଠୀ ପରେ ରହିବ। ଐନନର ପୁତ୍ର ଅହୀର ନପ୍ତାଲିର ଲୋକମାନଙ୍କର ଅଧିପତି ହବେ।
  • 30 ତାଙ୍କର ସୈନ୍ଯବାହିନୀର ସାମର୍ଥ୍ଯ 53,400
  • 31 "ଦାନ ଛାଉଣୀ ରେ ମାଟେ ମନୁଷ୍ଯମାନଙ୍କର ସଂଖ୍ଯା 1,57,600 ସମାନେେ ସମାନଙ୍କେର ଧ୍ବଜା ଧରି ସମସ୍ତଙ୍କ ପଛ ରେ ଅଗ୍ରସର ହବେେ।"
  • 32 ସମାନେେ ସବୁ ଇଶ୍ରାୟେଲ ଲୋକମାନେ ଓ ସମାନେେ ନିଜର ପିତୃଗୃହ ଅନୁସାରେ ଗଣ୍ଯ ହେଲେ। ସମାନଙ୍କେର ଛାଉଣୀର ମାଟେ ସୈନ୍ଯ ସଂଖ୍ଯା ଗଣନା ଅନୁସାରେ 6,03,500
  • 33 ମାତ୍ର ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ମାଶାେ ଲବେୀୟମାନଙ୍କୁ ଇଶ୍ରାୟେଲ ଲୋକମାନଙ୍କ ମଧିଅରେ ଗଣନା କଲେ ନାହିଁ।
  • 34 ମାଶାଙ୍କେୁ ସଦାପ୍ରଭୁ ଯାହା ଆଜ୍ଞା ଦଇେଥିଲେ, ଇଶ୍ରାୟେଲର ଲୋକମାନେ ସେ ସମସ୍ତ କଲେ। ସମାନେେ ନିଜନିଜ ବଂଶ ନିକଟରେ ନିଜନିଜ ପିତୃଗୃହ ଅନୁସାରେ ଓ ଆପଣା ଧ୍ବଜା ନିକଟରେ ଛାଉଣୀ ସ୍ଥାପନ କଲେ ଓ ସହେିପରି ସମାନେେ ଅଗ୍ରସର ହେଲେ।