- 1 ତା'ପରେ ଆୟୁବ ତା'ର କାହାଣୀ ବର୍ଣ୍ଣନା କରି କହିଲା,
- 2 "ପ୍ରକୃତ ରେ ପରମେଶ୍ବର ଜୀବିତ ଏବଂ ଯେତେ ସତ୍ଯ ଭାବରେ ସେ ଅଛନ୍ତି, ସେ ସତ ରେ ମାେ ପ୍ରତି ଅନ୍ଯାଯ କରିଛନ୍ତି। ପରମେଶ୍ବର, ସର୍ବଶକ୍ତିମାନ ମାେ ଜୀବନ ତିକ୍ତ କରିଛନ୍ତି।
- 3 ଯେ ପର୍ୟ୍ଯନ୍ତ ମାେ ଶରୀର ରେ ପ୍ରାଣ ଅଛି ଏବଂ ଯେ ପର୍ୟ୍ଯନ୍ତ ପରମେଶ୍ବର ପ୍ରଦତ୍ତ ନିଶ୍ବାସ ବାଯୁ ମାେ ନାକରୁ ନିର୍ଗତ ହେଉଛି।
- 4 ଏହାପରେ ମାେ ଓଠରୁ ଖରାପ ବିଷଯ ବାହାରିବ ନାହିଁ। ମାରେ ଜିହ୍ବା ମିଥ୍ଯାକଥା କହିବ ନାହିଁ।
- 5 ମୁଁ କବେେ ମାନିବି ନାହିଁ ତୁମ୍ଭେ ସତ୍ଯ। ମୁଁ ମଲା ପର୍ୟ୍ଯନ୍ତ କହିୟିବି ଯେ, ମୁଁ ନିରପରାଧ ଅଟେ।
- 6 ମୁଁ ମାରେ ଧାର୍ମିକତାକୁ ଦୃଢ଼ ଭାବରେ ଧରିବି। ମୁଁ କବେେ ଠିକ୍ ବାଟକୁ ପରିତ୍ଯାଗ କରିବି ନାହିଁ। ମୁଁ ବଞ୍ଚିଥିବା ପର୍ୟ୍ଯନ୍ତ ମାରେବିବକେ ମାେତେ ନିନ୍ଦା କରିବ ନାହିଁ।
- 7 ଲୋକେ ମାେ ବିରୁଦ୍ଧ ରେ ଛିଡ଼ା ହବେେ। ମୁଁ ଆଶା କରୁଛି ମାରେ ଶତ୍ରୁମାନେ ଦଣ୍ଡ ପାଇଥିବେ ଦୁଷ୍ଟ ଲୋକଙ୍କ ଭଳି।
- 8 ପରମେଶ୍ବରଙ୍କଠା ରେ ଆସ୍ଥା ବିହୀନ ବ୍ଯକ୍ତି ମୃତ୍ଯୁ ସମୟରେ କ'ଣ ଆଶା କରିବ ? ଯେତବେେଳେ ପରମେଶ୍ବର ତା'ର ପ୍ରାଣ ନିଅନ୍ତି, ସହେି ଲୋକର କୌଣସି ଆଶା ନ ଥାଏ।
- 9 ପରମେଶ୍ବର କ'ଣ ତା'ର ସାହାୟ୍ଯର ଡ଼ାକ ଶୁଣିବେ, ଯେତବେେଳେ ତା' ପ୍ରତି ଅସୁବିଧା ଆସିବ ?
- 10 ସହେି ଲୋକ କ'ଣ ସର୍ବଶକ୍ତିମାନଙ୍କୁ ଗୁହାରି କରି ଆନନ୍ଦ ଅନୁଭବ କରିବ। ସେ ସବୁ ସମୟରେ ପରମେଶ୍ବରଙ୍କୁ ଡ଼ାକିବା ଉଚିତ ଥିଲା।
- 11 ମୁଁ ତୁମ୍ଭକୁ ପରମେଶ୍ବରଙ୍କ ଶକ୍ତି ସମ୍ପର୍କ ରେ ଶିକ୍ଷା ଦବେି। ମୁଁ ପରମେଶ୍ବରଙ୍କ କୌଣସି ଯୋଜନା ତୁମ୍ଭଠା ରେ ଲୁଚାଇବି ନାହିଁ।
- 12 ତୁମ୍ଭେ ନିଜ ଆଖି ରେ ପରମେଶ୍ବରଙ୍କ ଶକ୍ତି ଦେଖିଛ। ତେଣୁ କାହିଁକି ତୁମ୍ଭେ ସହେି ବାଜେ କଥା କହୁଛ ?
- 13 ତେଣୁ ଏହା ହିଁ ପରମେଶ୍ବରଙ୍କ ଇଚ୍ଛା ଦୁଷ୍ଟଲୋକଙ୍କ ପାଇଁ, ଏହା ହିଁ ସର୍ବଶକ୍ତିମାନ ପରମେଶ୍ବରଙ୍କ ଇଚ୍ଛା ନିଷ୍ଠୁର ଲୋକମାନଙ୍କ ପ୍ରତି।
- 14 ଜଣେ ଦୁଷ୍ଟ ଲୋକର ବହୁତ ସନ୍ତାନ ଥାଇ ପାରନ୍ତି। ତା'ର ସମସ୍ତ ସନ୍ତାନ ୟୁଦ୍ଧ ରେ ମୃତ୍ଯୁବରଣ କରିବେ। ଦୁଷ୍ଟ ଲୋକର ପିଲାମାନେ ଖାଇବାକୁ ୟଥେଷ୍ଟ ପାଇବେ ନାହିଁ।
- 15 ତା'ର ସମସ୍ତ ପିଲାମାନେ ମରିବେ ଏବଂ ତା'ର ବିଧବାମାନେ ଦୁଃଖ କରିବେ ନାହିଁ।
- 16 ଜଣେ ଦୁଷ୍ଟ ଲୋକ ହୁଏତ ବହୁତ ରୂପା ପାଇବ, ତାହା ତା' ପ୍ରତି ମଇଳା ପରି। ତା'ର ହୁଏତ ଏତେ ଲୁଗା ଥିବ, ଯାହା ତା' ପ୍ରତି ମାଟିଗଦା ପରି।
- 17 କିନ୍ତୁ ଜଣେ ଧାର୍ମିକ ଲୋକ ତା'ର ପୋଷାକ ପିନ୍ଧିବାକୁ ପାଇବ। ନିରୀହ ଲୋକ ତା'ର ରୂପାସବୁ ପାଇବ।
- 18 ଜଣେ ଦୁଷ୍ଟ ଲୋକର ଗୃହ ତିଆରି କଲେ ବି ଏହା ବେଶୀଦିନ ତିଷ୍ଠିବ ନାହିଁ। ଏହା ବୁଢ଼ିଆଣୀ ଜାଲଭଳି ହବେ କିମ୍ବା ପ୍ରହରୀର ତମ୍ବୁଭଳି ହବେ।
- 19 ଦୁଷ୍ଟ ବ୍ଯକ୍ତି ଶାଇେବାକୁ ଗଲା ବେଳେ ତା' ପାଖ ରେ ଅମାପ ଧନ ଥିବ କିନ୍ତୁ ସକାଳୁ ସେ ଆଖି ଖାଲିବୋ ମାତ୍ ରେ ତା'ର ଧନ ଆଉ ନ ଥିବ।
- 20 ଆତଙ୍କ ତା' ବିରୁଦ୍ଧ ରେ ହଠାତ୍ ବନ୍ଯା ପରି ଆସିବ। ଏବଂ ବାତ୍ଯା ରାତି ରେ ଆସି ତାକୁ ଉଡ଼ାଇ ନଇୟିବେ।
- 21 ପୂର୍ବ ଦିଗର ପବନ ତାକୁ ଉଡ଼ାଇ ନବେ। ସେ ଚିରଦିନ ପାଇଁ ବିଦାଯ ନବେ, ଝଡ଼ ତାକୁ ତା'ର ଘରୁ ଉଡ଼ାଇ ନବେ।
- 22 ଦୁଷ୍ଟ ବ୍ଯକ୍ତି ସହେି ଝଡ଼ରୁ ରକ୍ଷା ପାଇବାକୁ ସକଳ ପ୍ରକାର ଚେଷ୍ଟା କରିବ। କିନ୍ତୁ ସହେି ଝଡ଼ ତାକୁ ନିର୍ଦ୍ଦଯ ଭାବର ଆଘାତ କରିବ।
- 23 ଲୋକେ ତାକୁ ଦେଖି ତାଳି ମାରିବେ। ଯେତବେେଳେ ସେ ନିଜ ଘରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବ, ଲୋକେ ହୁଇସିଲ ମାରି ଦେଖୁଥିବେ।
Job 27
- Details
- Parent Category: Old Testament
- Category: Job
ଆୟୁବ ପୁସ୍ତକ ଅଧ୍ୟାୟ 27