- 1 ତା'ପରେ ଆୟୁବ ଉତ୍ତର ଦଲୋ,
- 2 "ମୁଁ ଆଜି ବି ଅଭିଯୋଗ କରୁଛି କାରଣ ମୁଁ ଆଜିବି କଷ୍ଟ ପାଉଛି।
- 3 ମୁଁ ଇଚ୍ଛା କରେ ମୁଁ ଜାଣିଥାନ୍ତି ପରମେଶ୍ବର କେଉଁଠି ମିଳିବେ ଏବଂ ମୁଁ ଜାଣେ ତାଙ୍କ ନିକଟକୁ କିପରି ୟାଇ ହବେ।
- 4 ମୁଁ ମାରେ କଥା ତାଙ୍କ ଆଗ ରେ ବର୍ଣ୍ଣନା କରିବି। ମୁଁ ଯେ ନିର୍ଦ୍ ଦୋଷ ଏକଥା ତାଙ୍କ ଆଗ ରେ ୟୁକ୍ତି ବଳ ରେ ଉପସ୍ଥାପନା କରିବି।
- 5 ମୁଁ ଜାଣିବାକୁ ଚା ହେଁ ପରମେଶ୍ବର ମାେ ୟୁକ୍ତିର କିପରି ଉତ୍ତର ଦବେେ। ପରମେଶ୍ବରଙ୍କ ଉତ୍ତରକୁ ମୁଁ ବୁଝିବାକୁ ଚା ହେଁ।
- 6 ପରମେଶ୍ବର କ'ଣ ତାଙ୍କର ଶକ୍ତି ମାେ ବିରୁଦ୍ଧ ରେ ପ୍ରଯୋଗ କରିବେ ? ନା ସେ ମାେ କଥା ଶୁଣିବେ।
- 7 ମୁଁ ଜଣେ ସଚ୍ଚୋଟ ଲୋକ। ପରମେଶ୍ବର ନିଶ୍ଚିତ ମାେ କାହାଣୀ କହିବାକୁ ମାେତେ ଦବେେ। ତା'ପରେ ମାରେ ବିଚାରକର୍ତ୍ତା ମାେତେ ମୁକ୍ତି କରିଦବେ।
- 8 କିନ୍ତୁ ମୁଁ ଯଦି ପୂର୍ବକୁ ୟାଏ ପରମେଶ୍ବର ସଠାେରେ ନାହାଁନ୍ତି। ମୁଁ ପଶ୍ଚିମକୁ ୟାଏ ସଠାେରେ ପରମେଶ୍ବରଙ୍କୁ ଦେଖିପା ରେ ନାହିଁ।
- 9 ଯେତବେେଳେ ପରମେଶ୍ବର ଉତ୍ତର ରେ କାମ କରୁଛନ୍ତି, ମୁଁ ଯଦି ସଠାେରେ ତାଙ୍କୁ ଦେଖିପାରୁ ନାହିଁ। ପରମେଶ୍ବର ଯଦି ଦକ୍ଷିଣକୁ ୟାଆନ୍ତି ମୁଁ ତଥାପି ତାଙ୍କୁ ଦେଖେ ନାହିଁ।
- 10 ପରମେଶ୍ବର ମାେତେ ଜାଣନ୍ତି। ସେ ମାେତେ ପରୀକ୍ଷା କରୁଛନ୍ତି, ଶଷେର ସେ ଦେଖିବେ ମୁଁ ସୁନାପରି ଖାଣ୍ଟି।
- 11 ମୁଁ ସର୍ବଦା ପରମେଶ୍ବରଙ୍କ ପଥରେ ଚାଲିଛି। ମୁଁ କବେେ ତାଙ୍କୁ ଅନୁସରଣ କରିବା ବନ୍ଦ କରି ନାହିଁ।
- 12 ମୁଁ ସବୁବେଳେ ପରମେଶ୍ବରଙ୍କ ଆଦେଶ ମାନିଛି। ମୁଁ ପରମେଶ୍ବରଙ୍କ ମୁଖରୁ ନିସୃତ ବାଣୀକୁ ମାରେ ପ୍ରିଯ ଖାଦ୍ୟଠାରୁ ଅଧିକ ଭଲ ପାଇଛି।
- 13 କିନ୍ତୁ ପରମେଶ୍ବର କବେେ ହେଲେ ବଦଳନ୍ତି ନାହିଁ। କହେି ବ୍ଯକ୍ତି ପରମେଶ୍ବରଙ୍କ ବିରୁଦ୍ଧ ରେ ଛିଡ଼ା ହାଇପୋରିବେ ନାହିଁ। ପରମେଶ୍ବର ଯାହା ଇଚ୍ଛା କରନ୍ତି ତାହା ସେ କରନ୍ତି।
- 14 ପରମେଶ୍ବର ମାେ ପ୍ରତି ଯାହା କରିବାକୁ ଚାହାଁନ୍ତି ତାହା ସେ ନିଶ୍ଚଯ କରିବେ। ତାଙ୍କର ମଧ୍ଯ ମାେ ପ୍ରତି ଅନକେ କିଛି କରିବାକୁ ଯୋଜନା ଥିବ।
- 15 ସେଥିପାଇଁ ମୁଁ ପରମେଶ୍ବରଙ୍କୁ ଭୟ କରେ। ମୁଁ ଏକଥା ବୁଝିପା ରେ। ତେଣୁ ମୁଁ ପରମେଶ୍ବରଙ୍କୁ ଭୟ କରେ।
- 16 ପରମେଶ୍ବର ମାରେ ହୃଦଯକୁ ଦୁର୍ବଳ କରିଛନ୍ତି। ମୁଁ ସାହସ ହରାଇ ଦେଉଛି। ସର୍ବଶକ୍ତିମାନ ପରମେଶ୍ବର ମାେତେ ଭୟଭୀତ କରୁଛନ୍ତି।
- 17 ମାେ ଉପରେ ଘଟିୟାଇଥିବା ବିପଦସବୁ କଳାବାଦଲ ସଦୃଶ ଯାହାକି ମାେ ମୁଖ ମଣ୍ଡଳକୁ ଆଚ୍ଛାଦିତ କରିଛି। କିନ୍ତୁ ସହେି କଳା ଅନ୍ଧକାର ମାେତେ ଚୁପ୍ କରି ରଖିପାରବ ନାହିଁ।
Job 23
- Details
- Parent Category: Old Testament
- Category: Job
ଆୟୁବ ପୁସ୍ତକ ଅଧ୍ୟାୟ 23