- 1 "ସହ ଆମ୍ଭର ଦାସ ଯାକୁବ ଓ ଆମ୍ଭର ମଲନାନୀତ ଇଶ୍ରାଲୟଲ ଆମ୍ଭର ଯାହା କଥିତ ଶୁଣ।
- 2 ଆମ୍ଲଭ ସଦାପ୍ରଭୁସଯ କି ତୁମ୍ଭକୁ ଗଢ଼ିଲଲ ମାତୃ ଗର୍ଭରୁ ତୁମ୍ଭକୁସଯ ନିର୍ମାଣ କଲଲ। ୟିଏ ତୁମ୍ଭକୁ ସାହାୟ୍ଯ କଲଲ,ସସହି ସଦାପ୍ରଭୁ କୁହନ୍ତି,ସହ ଆମ୍ଭର ଦାସ ଯାକୁବ,ସହ ଆମ୍ଭର ମଲନାନୀତ ଶିଶୁଗଣ, ଭୟ କର ନାହିଁ।
- 3 'ଆମ୍ଲଭ ତୃଷିତ ଭୂମି ଉପସର ଜଳ ଓ ଶୁଷ୍କ ଭୂମି ଉପସର ଜଳଲଷାର୍ତ ଢ଼ାଳିବା। ଆମ୍ଲଭ ତୁମ୍ଭ ବଂଶ ଉପସର ଆପଣା ଆତ୍ମା ଓ ତୁମ୍ଭ ସନ୍ତାନଗଣ ଉପସର ଆପଣା ଆଶୀର୍ବାଦ ବର୍ଷାଇବା।
- 4 ସତଣୁସସମାଲନ ଜଳଲଷାର୍ତ ନିକଟସ୍ଥ ବାଇଶବୃକ୍ଷ ତୁଲ୍ଯ ବଢ଼ିବାକୁ ଲାଗିବଲ।
- 5 "ଜଲଣ କହିବ, "ଆମ୍ଲଭ ସଦାପ୍ରଭୁଙ୍କର,' ଅନ୍ୟ ଜଲଣ "ଯାକୁବ'ସବାଲି ନିଜକୁ କହିବ ; ଆଉସକହି 'ସଦାପ୍ରଭୁଙ୍କର' ସ୍ବାକ୍ଷର ନିଜ ହାତସର କରିବ ଓ ଅନ୍ୟସକହି 'ଇଶ୍ରାଲୟଲର ନାମସର ନିଜକୁ ପରିଚଯ ଦଲବ।'
- 6 ସଦାପ୍ରଭୁ ଇଶ୍ରାଲୟଲର ରାଜା।ସସହି ସର୍ବଶକ୍ତିମାନ ସଦାପ୍ରଭୁ ଇଶ୍ରାଲୟଲର ତ୍ରାଣକର୍ତ୍ତା କୁହନ୍ତି, "ଆମ୍ଲଭ ଆଦି ଓ ଅନ୍ତ, ଆମ୍ଭ ବ୍ଯତୀତ ଅନ୍ୟ ପରଲମଶ୍ବର ନାହାଁନ୍ତି।
- 7 ଆମ୍ଭ ତୁଲ୍ଯ ଅନ୍ୟ ପରଲମଶ୍ବର ନାହାଁନ୍ତି। ଯଦି ଥାଆନ୍ତିସତଲବସସ ବର୍ତ୍ତମାନ ଆସି କୁହନ୍ତୁ।ସସ ଯଦି ଆମ୍ଭପରି,ସତଲବ ଆସି ପ୍ରମାଣ କରନ୍ତୁ।ସସ ମଧ୍ଯ କୁହନ୍ତୁ ଆମ୍ଲଭ ପୁରାତନସଲାକମାନଙ୍କୁ ସୃଷ୍ଟି କଲାସବଲଳ କ'ଣସବୁ ଘଟିଥିଲା।ସସ ମଧ୍ଯ ଭବିଷ୍ଯତସର କ'ଣ ଘଟିବ ତାହାର ସଙ୍କଲତ ଦିଅନ୍ତୁ।
- 8 ତୁମ୍ଲଭମାଲନ ଭୀତ ଓ ବିବ୍ରତ ହୁଅ ନାହିଁ। ଆମ୍ଲଭ ସର୍ବଦା କହିଛୁ ଭବିଷ୍ଯତସର କ'ଣ ଘଟିବ। ତୁମ୍ଲଭମାଲନ ଆମ୍ଭର ସାକ୍ଷୀ। ଆମ୍ଭ ଭିନ୍ନ ଆଉ ପରଲମଶ୍ବର ନାହାଁନ୍ତି। ଅନ୍ୟ ଶୈଳ ନାହିଁ। ଆମ୍ଲଭ ଜାଣୁ ଆମ୍ଲଭ ହିଁ ଏକମାତ୍ର।'
- 9 ସଯଉଁଦିନସଖାଦିତ ପ୍ରତିମା ନିର୍ମାଣ କରନ୍ତି,ସସ ସବୁ ଅସାର, ଯଦିଓସଲାଲକସସଗୁଡ଼ିକୁ ଆଦର କରନ୍ତି।ସସଗୁଡ଼ିକ ଉପକାରୀ ନୁହଁନ୍ତି।ସସହିସଲାକମାଲନ ସାକ୍ଷୀସହଲଲ ବିସସମାଲନ ଲଜ୍ଜିତସହଲବ।ସସମାଲନ କିଛିସଦଖନ୍ତି ନାହିଁ କି କିଛି ଜାଣନ୍ତି ନାହିଁ।
- 10 କିଏ ଏପରିସଦବତା ନିର୍ମାଣ କରିଛି ୟିଏ ଅଦରକାରୀ ଏବଂ ହାନିକାରକ ? କିଏ ଏପରି ପ୍ରତିମା ଗଠନ କରିଛି ?
- 11 ସଯଉଁ ଶ୍ରମିକଗଣସସହି ପ୍ରତିମା ନିର୍ମାଣ କରିଛନ୍ତି,ସସମାଲନ ମନୁଷ୍ଯ ମାତ୍ର,ସସମାଲନ ପରଲମଶ୍ବର ନୁହଁନ୍ତି।ସସମାଲନ ସମସ୍ଲତ ଯଦି ଏକତ୍ରୀତସହାଇ ଆଲୋଚନା କରିଲବ,ସତଲବସସମାଲନ ସଂପୂର୍ଣ୍ଣ ଲଜ୍ଜିତସହଲବ ଏବଂ କମ୍ପିତସହଲବ।
- 12 କର୍ମକାର ପ୍ରତିମା ଗଢ଼ିଲାସବଲଳ ଲାଲ୍ ଉତ୍ତପ୍ତ ଅଙ୍ଗାରସର କର୍ମ କଲର ଓ ନିଜର ବଳିଷ୍ଠ ବାହୁ ସାହାୟ୍ଯସର ହାତୁଡ଼ିସର ତାହାର ଆକାର ତିଆରି କଲର,ସଯଲତଲବଲଳସସ କ୍ଷୁଧାର୍ତ୍ତ ହୁଏ, ତା'ର ଶକ୍ତି ହରାଏ ଓ ଜଳପାନ ନ କଲଲ ଦୁର୍ବଳସହାଇୟାଏ।
- 13 ଅନ୍ୟ ଜଲଣ ଶ୍ରମିକ ସୁତାଧରି ସିନ୍ଦୂରସର ଚିହ୍ନସହାଇ କାଠ ଉପସର ରନ୍ଦା ବୁଲାଇ ପ୍ରତିମାର ଆକୃତି କଲର।ସସ ତା'ର ହତିଆର ଓ ମାପ ୟନ୍ତ୍ର ବ୍ଯବହାର କରି ଠିକ୍ ମନୁଷ୍ଯ ଆକୃତିର ପ୍ରତିମା ଗଢ଼ଲ।ସସ ପ୍ରତିମାଗୁଡ଼ିକ ଘସର କିମ୍ବା ମନ୍ଦିରସର ରହିବା ପାଇଁ ମନୁଷ୍ଯର ସୁନ୍ଦରତାସର ମନୁଷ୍ଯର ପ୍ରତିମାସର ତିଆରିସହାଇଛି।
- 14 ସସ ନିଜ ପାଇଁ ଏରସ, ତର୍ସୀ ଓ ଆଲଲାନ୍ ବୃକ୍ଷ କାଟଲ।ସସସସଗୁଡ଼ିକ ଜଙ୍ଗଲ ବୃକ୍ଷମାନଙ୍କ ମଧିଅଲର ବଢ଼ାଇଥାଏ। ମାତ୍ରସସ ଦଲବଦାରୁସରାପଣ କଲର,ସତଲବ ବର୍ଷା ତାକୁ ବଢ଼ାଇବାସର ସାହାୟ୍ଯ କଲର।
- 15 ସସହି ବ୍ଯକ୍ତି ଏରସକୁ ଜାଳଲଣି ରୂଲପ ବ୍ଯବହାର କଲର।ସସ ତାକୁସଛାଟସଛାଟ ଖଣ୍ଡ କରିସସଥିସର ଅଗ୍ନି ସଂୟୋଗ କରି ତାପ ପାଏ।ସସସସହି ନିଆଁସରସରାଟୀ ତିଆରି କଲର, ଆଉ ମଧ୍ଯସସହି କାଠର କିଛି ଅଂଶସରସଦବତା କରି ତାକୁ ପୂଜା କଲର ଓ ଏକସଖାଦିତ ପ୍ରତିମା କରି ତାହା ସମ୍ମୁଖସର ଦଣ୍ଡବତ କଲର।
- 16 ଅଧା କାଠସସ ଅଗ୍ନିସର ପୋଡ଼ଲ ଓ ଅନ୍ୟ ଅର୍ଦ୍ଧକଲସରସସ ମାଂସ ରାନ୍ଧି ଭୋଜନ କଲର।ସସଥିସରସସ ତୃପ୍ତ ହୁଏ। ଆଉ ମଧ୍ଯସସ ଅଗ୍ନି ଜାଳି ତାପ ପାଏ ଓ କସହ, "ଆମ୍ଲଭ ଉଷ୍ମସହଲୁ ଓ ଆମ୍ଲଭମାଲନ ଆଲଲାକସଦଖି ପାରିଲୁ।"
- 17 ସଯଉଁ ଅଳ୍ପ କିଛି ଅବଶିଷ୍ଟାଂଶ ରଲହସସସସଥିସର ଏକସଦବତା, ଆପଣାରସଖାଦିତ ପ୍ରତିମା ନିର୍ମାଣ କଲର ଓ ତାକୁସଦବତାସବାଲି କସହ।ସସ ତାହା ଆଗସର ଦଣ୍ଡବତସହାଇ ପୂଜା କଲର। ଏବଂ ତାକୁ ପ୍ରାର୍ଥନା କରି କସହ, "ତୁମ୍ଲଭ ଆମ୍ଭରସଦବତା, ଆମ୍ଭକୁ ରକ୍ଷା କର।"
- 18 ସସହିସଲାକମାଲନ କ'ଣ କରୁଛନ୍ତି ଜାଣନ୍ତି ନାହିଁ କି ବିଚାର କରନ୍ତି ନାହିଁ।ସସମାଲନସଯପରିସଦଖି ନ ପାରିଲବ ଏଥିପାଇଁସସମାନଙ୍କର ଚକ୍ଷୁ ଓସସମାଲନସଯପରି ବୁଝି ନ ପାରିଲବ, ଏଥିପାଇଁସସମାନଙ୍କର ଚିତ୍ତସସ ମୁଦ୍ରିତ କରିଛନ୍ତି।
- 19 ସସହିସଲାକମାଲନ ଭାବି ନଥାନ୍ତି।ସସମାଲନ ଏହା କରିବା ପାଇଁ ବୁଦ୍ଧି ଜ୍ଞାନ ହରାଇ ଥାନ୍ତି।ସସମାଲନ ବୁଝନ୍ତି ନାହିଁସଯ, "ଅଧା କାଠସପାଡ଼ି ଆମ୍ଲଭ ଉଷୁମ ପାଇଲୁ, ଉତ୍ତପ୍ତ ଅଙ୍ଗାରସରସରାଟୀସସକି ଓ ମାଂସ ରାନ୍ଧି ଖାଇଲୁ ଓ ଅବଶିଷ୍ଟାଂଶସର ପ୍ରତିମା ଗଢ଼ିଲୁ ଯାହାକି ଅସାର ଓ ଘୃଣାୟୋଗ୍ଯ। ପୁଣିସସ କାଠ ଆଗସର ଦଣ୍ଡବତସହଲୁ।'
- 20 ସଯ ଭସ୍ମସଭାଜନ କଲର,ସସ ନିଜର ଜୀବନକୁ ରକ୍ଷା କରିପାସର ନାହିଁ।ସମା ଦକ୍ଷିଣ ହସ୍ତସର ଏହି ସମସ୍ତ ବିଷଯସର କ'ଣସକୗଣସି ମିଥ୍ଯା ନାହିଁ ? କହିପାସର ନାହିଁ। "ଏଣୁ ତା'ର ଭ୍ରାନ୍ତଚିତ୍ତ ତାକୁ ବିପଥଗାମୀ କରିଛି।"
- 21 "ସହ ଯାକୁବ,ସହ ଇଶ୍ରାଲୟଲ, ତୁମ୍ଲଭମାଲନ ଏହିସବୁ କଥା ସ୍ମରଣ କର। ତୁମ୍ଭମାନଙ୍କୁ ଆମ୍ଲଭ ସୃଷ୍ଟି କରିଅଛୁ।ସତଣୁ ତୁମ୍ଲଭମାଲନ ଆମ୍ଭର ଦାସ।ସହ ଇଶ୍ରାଲୟଲ, ଆମ୍ଭକୁ ଭୁଲିବ ନାହିଁ।
- 22 ମଲଘ ସଦୃଶ ତୁମ୍ଭର ପାପକୁ ଓ କୁହୁଡ଼ି ସଦୃଶ ତୁମ୍ଭର ପାପକୁ ଆମ୍ଲଭ ମାର୍ଜନା କରିଅଛୁ। ପବନସର ମଲଘ ଚାଲିଗଲା ପରି ତୁମ୍ଭର ପାପସବୁ ଦୂରୀଭୂତସହାଇଅଛି।ସତଣୁ ତୁମ୍ଲଭ ଆମ୍ଭ ନିକଟକୁସଫରିଆସ, କାରଣ ଆମ୍ଲଭ ତୁମ୍ଭକୁ ମୁକ୍ତ କରିଅଛୁ।'
- 23 ସହ ଆକାଶମଣ୍ଡଳ, ଗାନ କର, କାରଣ ସଦାପ୍ରଭୁ ଏହା ସାଧନ କରିଛନ୍ତି।ସହ ପୃଥିବୀର ଭୂତଳସ୍ଥାନ ସକଳ ଆନନ୍ଦଧ୍ବନି କର।ସହ ପର୍ବତ ଗଣ,ସହ ଅରଣ୍ଯ ଓ ତନ୍ମଧ୍ଯସ୍ଥ ବୃକ୍ଷ ସମୂହ, ତୁମ୍ଲଭମାଲନ ସମସ୍ଲତ ଉଚ୍ଚ ସ୍ବରସର ପ୍ରଭୁଙ୍କର ପ୍ରଶଂସା ଗାନ କର ; କାରଣ ସଦାପ୍ରଭୁ ଯାକୁବକୁ ମୁକ୍ତ କରିଛନ୍ତି ଓ ଇଶ୍ରାଲୟଲକୁସଗୗରବନ୍ବିତ କରିଲବ।
- 24 ତୁମ୍ଭର ତ୍ରାଣକର୍ତ୍ତା ସଦାପ୍ରଭୁ ତୁମ୍ଭକୁ ମାତୃ ଗର୍ଭରୁ ହିଁ ଗଢିଛନ୍ତି।ସସ ଏହା କୁହନ୍ତି, "ଆମ୍ଲଭ ସଦାପ୍ରଭୁ, ସମସ୍ତ ସାଧନ କରିଅଛୁ। ଆମ୍ଲଭ ଆକାଶମଣ୍ତଳକୁ ବିସ୍ତାର କରୁ ଓ ଏକାକୀ ପୃଥିବୀକୁ ପ୍ରସାରିତ କରୁ। ଆମ୍ଭର ସହିତସକହି ନାହିଁ।"
- 25 ଆମ୍ଲଭ ମିଥ୍ଯାବାଦୀମାନଙ୍କର ମିଥ୍ଯାକୁ ପ୍ରମାଣ କରୁ। ଆମ୍ଲଭ ନିର୍ଲବାଧମାନଙ୍କର ୟାଦୁକାରୀ କାର୍ୟ୍ଯ ବିଫଳ କରୁ। ଜ୍ଞାନୀମାନଙ୍କର ଜ୍ଞାନକୁ ପ୍ରତିହତ କରୁ ଓସସମାନଙ୍କର ଜ୍ଞାନକୁ ଅଜ୍ଞାନତାସର ପରିଣତ କରୁ।
- 26 ଆମ୍ଲଭ ଆମ୍ଭ ଦାସର ବାକ୍ଯ ତୁଚ୍ଛ କରୁ ଓ ଆମ୍ଭ ଦୂତମାନଙ୍କର ମନ୍ତ୍ରଣା ସିଦ୍ଧ କରୁ। ପୁଣି ସଦାପ୍ରଭୁଙ୍କର ବାକ୍ଯ ଉତ୍ତମସବାଲି ଆମ୍ଲଭସଦଖାଇ ଦଲଉ।
- 27 "ଆମ୍ଲଭ ଗଭୀର ଜଳକୁ ଶୁଷ୍କସହବାକୁ କହୁ ଓ ତୁମ୍ଭର ନଦନଦୀଗୁଡ଼ିକ ଶୁଷ୍କ କରିଦଲଉ।"
- 28 ଆମ୍ଲଭସକାରସ ବିଷଯସର କହୁ, "ତୁମ୍ଲଭ ଆମ୍ଭସମଷପାଳକ, ତୁମ୍ଲଭ ଆମ୍ଭର ମଙ୍ଗଳ କରିବ। ତୁମ୍ଲଭ ୟିରୁଶାଲମ "ପୁନଃନିର୍ମିତସହବସବାଲି କହିବ।' ପୁଣି ମନ୍ଦିରର "ମୂଳଦୁଆ ସ୍ଥାପିତସହବସବାଲି ତୁମ୍ଲଭ କହିବ।"'
Isaiah 44
- Details
- Parent Category: Old Testament
- Category: Isaiah
ଯିଶାଇୟ ଅଧ୍ୟାୟ 44