wheel

AJC Publications and Media Portal

 

But the Comforter, which is the Holy Ghost, whom the Father will send in my name, he shall teach you all things,
and bring all things to your remembrance, whatsoever I have said unto you. John 14:26


ଯାତ୍ରା ପୁସ୍ତକଅଧ୍ୟାୟ 6
  • 1 ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, "ବର୍ତ୍ତମାନ ତୁମ୍ଭେ ଦେଖିବ ମୁଁ ଫାରୋଙ୍କୁ କ'ଣ କରିବି। ମାରେ ମହାନ ଶକ୍ତି ତାଙ୍କ ବିରୁଦ୍ଧ ରେ କାର୍ୟ୍ଯ କରିବ ଏବଂ ସେ ମାରେ ଲୋକମାନଙ୍କୁ ୟିବାକୁ ଦବେ। ବର୍ତ୍ତମାନ ସେ ଲୋକମାନଙ୍କୁ ବାଧ୍ଯ କରିବ ତାଙ୍କର ଦେଶ ଛାଡ଼ି ୟିବା ପାଇଁ?"
  • 2 ପରମେଶ୍ବର ମାଶାଙ୍କେୁ କହିଲେ, ଆମ୍ଭେ ଯିହାବୋଃ।
  • 3 "ଆମ୍ଭେ ସଦାପ୍ରଭୁ, ଆମ୍ଭେ ଅବ୍ରହାମ, ଇସ୍ହାକ ଓ ଯାକୁବକୁ ଦର୍ଶନ ଦଇେଥିଲୁ। ସମାନେେ ଆମ୍ଭଙ୍କୁ ସର୍ବଶକ୍ତିମାନ ପରମେଶ୍ବର ବୋଲି କହିଥିଲେ। ସମାନେେ ଆମ୍ଭର ନାମ ସଦାପ୍ରଭୁ ବୋଲି ଜାଣି ନଥିଲେ।
  • 4 ଆମ୍ଭେ ସମାନଙ୍କେ ସହିତ ଚୁକ୍ତି କରିଥିଲୁ ଏବଂ ମୁଁ ସମାନଙ୍କେୁ କିଣାନ ଦେଶ ଦବୋପାଇଁ ସମାନଙ୍କେଠା ରେ ପ୍ରତିଜ୍ଞା କରିଥିଲି। ସମାନେେ ସଠାେରେ ବାସ କରୁଥିଲେ କିନ୍ତୁ ସେ ଦେଶ ସମାନଙ୍କେର ନଥିଲା।
  • 5 ବର୍ତ୍ତମାନ ଇଶ୍ରାୟେଲୀୟମାନଙ୍କର ଆର୍ତ୍ତଚିତ୍କାର ମୁଁ ଶୁଣିଅଛି। ମୁଁ ଦେଖିଛି ମିଶରବାସୀମାନେ କିପରି ସମାନଙ୍କେୁ କ୍ରୀତଦାସ କରି ଅଛନ୍ତି। ଏବଂ ମୁଁ ମାରଚେୁକ୍ତି ମନେ ରଖିଅଛି।
  • 6 ତେଣୁ ଇଶ୍ରାୟେଲୀୟ ଲୋକମାନଙ୍କୁ କୁହ, 'ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭମାନଙ୍କୁ ରକ୍ଷା କରିବା। ଆମ୍ଭେ ତୁମ୍ଭକୁ ମୁକ୍ତ କରିବା। ତୁମ୍ଭମାନେେ ମିଶରବାସୀମାନଙ୍କର ଆଉ ଦାସ ହାଇେ ରହିବ ନାହିଁ। ମୁଁ ମାରେ ମହାନଶକ୍ତି ପ୍ରଯୋଗ କରି ମିଶରବାସୀମାନଙ୍କୁ ଭୟଙ୍କର ଭାବେ ଦଣ୍ଡ ଦବେି। ଏହାପରେ ମୁଁ ତୁମ୍ଭମାନଙ୍କୁ ସମାନଙ୍କେ କବଳରୁ ରକ୍ଷା କରିବି।
  • 7 ତୁମ୍ଭମାନେେ ମାରେ ଲୋକ ହବେ। ଏବଂ ମୁଁ ତୁମ୍ଭର ପରମେଶ୍ବର ହବେି। ମୁଁ ସଦାପ୍ରଭୁ ତୁମ୍ଭର ପରମେଶ୍ବର ଅଟେ। ଏବଂ ତୁମ୍ଭେ ଜାଣିବ ଯେ, ମୁଁ ତୁମ୍ଭମାନଙ୍କୁ ମିଶରୀଯମାନଙ୍କ ଦାଉରୁ ରକ୍ଷା କରିବି।
  • 8 ମୁଁ ଅବ୍ରହାମଙ୍କ, ଇସ୍ହାକ୍ ଏବଂ ଯାକୁବଙ୍କ ସହ ଯେଉଁ ମହତ୍ ପ୍ରତିଜ୍ଞା କରିଅଛି। ମୁଁ ପ୍ରତିଜ୍ଞା କରିଅଛି ତୁମ୍ଭମାନଙ୍କୁ ସହେି ଭୂମି ଦବୋ ପାଇଁ। ଏବଂ ତୁମ୍ଭମାନଙ୍କୁ ସହେି ଭୂମିକୁ ନଇୟିବୋକୁ। ଏହା ତୁମ୍ଭମାନଙ୍କର ହବେ। ମୁଁ ସଦାପ୍ରଭୁ ଅଟେ।"'
  • 9 ତେଣୁ ମାଶାେ ଏହିସବୁ ଘଟଣା ଇଶ୍ରାୟେଲର ଲୋକମାନଙ୍କୁ କହିଲେ। କିନ୍ତୁ ଲୋକମାନେ ତାଙ୍କର କଥାକୁ କର୍ଣ୍ଣପାତ କଲେ ନାହିଁ। ସମାନଙ୍କେର ଉତ୍ସାହ ଭାଙ୍ଗି ପଡ଼ିଲା। ଏବଂ ସମାନେେ ଏତେ କଠିନ ପରିଶ୍ରମ କରୁଥିଲେ ଯେ ମାଶାଙ୍କେର କଥା ଶୁଣିବା ପାଇଁ ତାଙ୍କର ଆଉ ଧର୍ୟ୍ଯ ନଥିଲା।
  • 10 ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ,
  • 11 "ମିଶରର ରାଜା ଫାରୋଙ୍କୁ ୟାଇ କୁହ, ତାଙ୍କର ଦେଶରୁ ଇଶ୍ରାୟେଲ ସନ୍ତାନଗଣଙ୍କୁ ପଠଇେ ଦବୋ ପାଇଁ।"
  • 12 କିନ୍ତୁ ମାଶାେ ଉତ୍ତର ଦେଲେ, "ଇଶ୍ରାୟେଲ ସନ୍ତାନଗଣ ମାରେ କଥାକୁ କର୍ଣ୍ଣପାତ କରି ନାହାଁନ୍ତି। ତେଣୁ ଫାରୋ ମାରେ କଥାକୁ କର୍ଣ୍ଣପାତ କରିବେ ନାହିଁ। ମୁଁ ଜଣେ ଅତି ମନ୍ଦ ବକ୍ତା।"
  • 13 କିନ୍ତୁ ସଦାପ୍ରଭୁ ଇଶ୍ରାୟେଲର ସନ୍ତାନଗଣଙ୍କୁ କହିବା ପାଇଁ ମାଶାେ ଓ ହାରୋଣଙ୍କୁ ଆଜ୍ଞା ଦେଲେ। ସେ ମିଶରର ରାଜା ଫାରୋଙ୍କ ନିକଟକୁ ୟିବା ପାଇଁ ଏବଂ ଇଶ୍ରାୟେଲୀୟ ସନ୍ତାନଗଣଙ୍କୁ ମିଶରରୁ ବାହାର କରି ଆଣିବା ପାଇଁ ସମାନଙ୍କେୁ ଆଜ୍ଞା ଦେଲେ।
  • 14 ଏହି ସମସ୍ତ ଲୋକ ଇଶ୍ରାୟେଲ ବଂଶ ମଧିଅରେ ମୁଖ୍ଯ ଥିଲେ। ଇଶ୍ରାୟେଲଙ୍କର ଜେଷ୍ଠ ପୁତ୍ର ରୁବନରେ ସନ୍ତାନ ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମି ଏହିପରି ଚାରି ପୁତ୍ର ଥିଲେ।
  • 15 ଶିମିୟୋନଙ୍କର ପୁତ୍ର ୟିମୂଯଲେ, ୟାମୀନ୍ ଓ ଓହଦ୍, ୟାଖୀନ୍, ସୋହର ଓ କିଣାନୀଯା ସ୍ତ୍ରୀର ପୁତ୍ର ଶୈାଲ, ଏମାନେ ଥିଲେଶିମିଯୋନଙ୍କର ବଂଶ।
  • 16 ଲବେୀ 137 ବର୍ଷ ବଞ୍ଚିଥିଲେ। ଲବେୀଙ୍କର ସନ୍ତାନମାନେ ଥିଲେ, ଗେର୍ଶାେନ୍, କହାତ୍ ଓ ମରାରି।
  • 17 ଗେର୍ଶାେନଙ୍କର ଦୁଇଜଣ ସନ୍ତାନ ଥିଲେ, ଲିବ୍ନି ଓ ଶିମିଯି।
  • 18 କହାତ 133 ବର୍ଷ ପଞ୍ଚିଥିଲେ। କହାତଙ୍କର ପୁତ୍ରମାନେ ଥିଲେ, ଅମ୍ରମ୍, ୟିଷ୍ହର, ହିବ୍ରୋଣ ଓ ଉଷୀଯଲେ,
  • 19 ମରାରିର ସନ୍ତାନମାନେ ଥିଲେ, ମହଲି ଓ ମୂଶି ଏହିସବୁ ବଂଶ ଇଶ୍ରାୟେଲୀୟ ଲବେୀ ବଂଶୀଯ ଥିଲେ।
  • 20 ଅମ୍ରମ୍ 137 ବର୍ଷ ବଞ୍ଚିଲେ। ଅମ୍ରମ ତାଙ୍କ ପିତାଙ୍କର ଭଉଣୀଙ୍କୁ ବିବାହ କରିଥିଲେ, ତାଙ୍କର ନାମ ଥିଲା ଯୋକବଦେ। ଏଣୁ ଅମ୍ରମ ଆଉ ୟୋକବଦେ ହାରୋଣ ଓ ମାଶାଙ୍କେୁ ଜନ୍ମ ଦେଲେ।
  • 21 ୟିଷ୍ହରର ସନ୍ତାନ କୋରହ, ନଫେଗ୍ ଓ ସିଖ୍ରି।
  • 22 ଉଷୀଯଲରେ ସନ୍ତାନ ମୀଶାଯଲେ ଓ ଇଲୀଷାଫନ୍ ଓ ସିଥ୍ରି।
  • 23 ହାରୋଣ ଇଲିଶେବ୍କୁ ବିବାହ କଲେ। ଇଲୀଶବୋ ଥିଲେ ଅମ୍ମୀନାଦବର କନ୍ଯା ନ ହଶାେନର ଭଗିନୀ ତାଙ୍କର ଔରସରୁ ନାଦବ ଓ ଅବୀହୂ ଓ ଇଲିଯାସର ଓ ଈଥାମରକୁ ପ୍ରସବ କଲା।
  • 24 କୋରହର ସନ୍ତାନ ଅସୀର, ଇଲ୍କାନା ଓ ଅବୀଯାସଫ୍। ଏମାନେ କୋରହର ବଂଶ।
  • 25 ହାରୋଣର ପୁତ୍ର ଇଲିଯାସର ଫୂଟୀଯଲରେ ଏକ କନ୍ଯକୁ ବିବାହ କଲେ ଓ ସେ ଔରସ ରେ ପୀନହସକୁ ଜନ୍ମ ଦଲୋ। ଏମାନେ ସମସ୍ତେ ଲବେୀୟ ଥିଲେ।
  • 26 ହାରୋଣ ଓ ମାଶାେ ଏହି ପରିବାରବର୍ଗର ଥିଲେ ଏବଂ ସମାନେେ ଏହି ଲୋକ ଥିଲେ, ଯେଉଁମାନଙ୍କୁ ସଦାପ୍ରଭୁ କହିଲେ, "ତୁମ୍ଭମାନେେ ସୈନ୍ଯ ଶ୍ ରଣେୀବଦ୍ଧ ଇଶ୍ରାୟେଲ ସନ୍ତାନଗଣଙ୍କୁ ମିଶର ଦେଶରୁ ବାହାର କରି ଆଣ।"
  • 27 ଏମାନେ ମିଶରରୁ ଇଶ୍ରାୟେଲ ସନ୍ତାନଗଣକୁ ବାହାର କରି ଆଣିବା ପାଇଁ ମିଶରର ରାଜା ଫାରୋଙ୍କୁ କହିଥିଲେ। ଏମାନେ ଥିଲେ ସହେି ହାରୋଣ ଓ ମାଶାେ।
  • 28 ମିଶରର ସହେି ଭୂମିରେ ପରମେଶ୍ବର ମାଶାଙ୍କେୁ କହିଥିଲେ।
  • 29 ସେ କହିଲେ, "ମୁଁ ସଦାପ୍ରଭୁ ଅଟେ। ମିଶରର ରାଜା ଫାରୋଙ୍କୁ ମାରେ କହିଥିବା ସମସ୍ତ କଥା କୁହ।"
  • 30 କିନ୍ତୁ ମାଶାେ ଉତ୍ତର ଦେଲେ, "ମୁଁ ଜଣେ ଅତି ମନ୍ଦ ବକ୍ତା, ରାଜା ମାେ କଥା ଶୁଣିବେ ନାହିଁ।"