wheel

AJC Publications and Media Portal

 

But the Comforter, which is the Holy Ghost, whom the Father will send in my name, he shall teach you all things,
and bring all things to your remembrance, whatsoever I have said unto you. John 14:26


ଦିତୀୟ ରାଜାବଳୀଅଧ୍ୟାୟ 1
  • 1 ଅନନ୍ତର ଆହାବ୍ଙ୍କ ମୃତ୍ଯୁପରେ ମାୟୋବ ଇଶ୍ରାୟେଲ ବିରୁଦ୍ଧ ରେ ବିଦ୍ରୋହାଚରଣ କଲେ।
  • 2 ଏକଦା ଅହସିଯ ତାଙ୍କର ଶମରିଯାସ୍ଥିତ ଗୃହର ଛାତ ଉପରୁ ଝରକା ଦଇେ ପଡି ଆହତ ହେଲ। ସେ ସଙ୍ଗେ ସଙ୍ଗେ ଦୂତମାନଙ୍କୁ ଆଦେଶ ଦେଲେ, "ୟାଅ, ମୁଁ ଏହି ଆଘାତରୁ ଆରୋଗ୍ଯ ଲାଭ କରିବି କି ନାହିଁ। ଏହା ଇକୋର୍ଣର ଯାଜକ ବାଲ-ସବୂବଙ୍କୁ ଅନୁସନ୍ଧାନ କରି ପଗ୍ଭର।"
  • 3 ମାତ୍ର ସଦାପ୍ରଭୁଙ୍କ ଦୂତ ତୀଶ୍ବୀଯ ଏଲିଯଙ୍କୁ କହିଲେ, "ୟାଅ, ଶମରିଯା ରାଜାଙ୍କର ଦୂତମାନଙ୍କୁ ଭଟେ ଓ ସମାନଙ୍କେୁ କୁହ, 'ଇଶ୍ରାୟେଲ ରେ କ'ଣ ଇଶ୍ରାୟେଲର ପରମେଶ୍ବର ନାହାଁନ୍ତି ଯେ, ତୁମ୍ଭମାନେେ ଇକୋର୍ଣର ଦବେତା ବାଲ୍-ସବୂବଙ୍କୁ ପରାମର୍ଶ କରିବାକୁ ଯାଉଛ?
  • 4 ପୁଣି ଅହସିଯଙ୍କୁ କୁହ, " ଯେ ହତେୁ ତୁମ୍ଭେ ବାଲ୍-ସବୂବଙ୍କ ପରାମର୍ଶ କରିବାକୁ ଆଦେଶ ଦଲେ, ଏଥିପାଇଁ ସଦାପ୍ରଭୁ ଯାହା କୁହନ୍ତି, 'ତୁମ୍ଭେ ଆଉ ତୁମ୍ଭର ଶୟ୍ଯାରୁ ଉଠିବ ନାହିଁ। ତୁମ୍ଭେ ନିଶ୍ଚିତ ମୃତ୍ଯୁବରଣ କରିବ।"' ଏଲିଯ ଅହସିଯଙ୍କ ଦାସମାନଙ୍କୁ ଏହା କହି ପରିତ୍ଯାଗ କଲେ।
  • 5 ବାର୍ତ୍ତାବହମାନେ ଏଲିଯ ଅହସିଯଙ୍କ ନିକଟକୁ ଫରେି ଆସନ୍ତେ, ଅହସିଯ ସମାନଙ୍କେୁ ପଚାରିଲେ, "ତୁମ୍ଭମାନେେ କାହିଁକି ଶୀଘ୍ର ଫରେି ଆସିଲ?"
  • 6 ତହୁଁ ବାର୍ତ୍ତାବହମାନେ ଅହସିଯଙ୍କୁ କହିଲେ, "ଜଣେ ଲୋକ ଆମ୍ଭକୁ ସାକ୍ଷାତ କରିବାକୁ ଆସିଲେ ଓ କହିଲେ, ତୁମ୍ଭ ରାଜାଙ୍କ ପାଖକୁ ଫରେିୟାଅ ଓ ତାଙ୍କୁ କୁହ, ସଦାପ୍ରଭୁ କୁହନ୍ତି, 'ଇଶ୍ରାୟେଲ ରେ କ'ଣ ପରମେଶ୍ବର ନାହାଁନ୍ତି? ତବେେ ତୁମ୍ଭେ କାହିଁକି ବାର୍ତ୍ତାବହମାନଙ୍କୁ ଇକୋର୍ଣର ଦବେତା ବାଲ-ସବୂବଙ୍କୁ ପଗ୍ଭରିବାକୁ ପଠାଇଅଛ? ତେଣୁ ତୁମ୍ଭେ ଆଉ ଶୟ୍ଯାରୁ ଉଠିବ ନାହିଁ, ସହେିଠା ରେ ମରିବ।"'
  • 7 ଅହସିଯ ବାର୍ତ୍ତାବହମାନଙ୍କୁ ପଚାରିଲେ, " ଯେଉଁ ଲୋକ ତୁମ୍ଭଙ୍କୁ ସାକ୍ଷାତ କରି ଆସି ଏହିସବୁ କହିଲା, ସେ ଜଣେ କି ପ୍ରକାର ଲୋକ?"
  • 8 ବାର୍ତ୍ତାବହମାନେ ଅହସିଯଙ୍କୁ ଉତ୍ତର କଲେ, " ସେ ଲୋକଟି ଲୋମଶ ବସ୍ତ୍ର ପରିଧାନ କରିଥିଲା ଓ ତା'ର କଟି ରେ ଏକ ଚମଡାର ପଟୁକା ବନ୍ଧା ଥିଲା।"
  • 9 ଅନନ୍ତର ଅହସିଯ ଜଣେ ଅଧିନାଯକ ଓ ପଗ୍ଭଶ ଲୋକଙ୍କୁ ଏଲିଯଙ୍କ ନିକଟକୁ ପଠାଇଲେ। ଅଧିନାଯକ ଉପରକୁ ୟାଇ ଏଲିଯଙ୍କୁ ମିଶିଲେ ୟିଏ ପର୍ବତ ଉପରେ ବସିଥିଲେ ଓ କହିଲେ, " ହେ ପରମେଶ୍ବରଙ୍କ ଲୋକ, ଦୟାକରି 'ତଳକୁ ଆସ।"' କାରଣ ରାଜା ଆପଣଙ୍କୁ ଗ୍ଭହାନ୍ତି।
  • 10 ଏଲିଯ ସହେି ପଗ୍ଭଶ ଲୋକ ଅଧିନାଯକଙ୍କୁ କହିଲେ, "ଯଦି ମୁଁ ପରମେଶ୍ବରଙ୍କ ଲୋକ ହାଇେଥାଏ, ତବେେ ସ୍ବର୍ଗରୁ ଅଗ୍ନି ଆସି ତୁମ୍ଭକୁ ଓ ତୁମ୍ଭର ପଗ୍ଭଶ ଲୋକଙ୍କୁ ଗ୍ରାସ କରୁ।"
  • 11 ପୁନର୍ବାର ଅହସିଯ ଆଉ ଜଣେ ଅଧିନାଯକ ଓ ପଗ୍ଭଶ ଲୋକଙ୍କୁ ଏଲିଯ ନିକଟକୁ ପଠାଇଲେ। ସେ ଅଧିନାଯକ ଏଲିଯଙ୍କୁ ପୂର୍ବପରି କହିଲେ, " ହେ ପରମେଶ୍ବରଙ୍କ ଲୋକ, ରାଜା ତୁମ୍ଭକୁ ଗ୍ଭହାନ୍ତି, 'ଦୟାକରି ତଳକୁ ଆସ।"'
  • 12 ଏଲିଯ ସେ ଅଧିନାଯକଙ୍କୁ କହିଲେ, " ଯବେେ ମୁଁ ପରମେଶ୍ବରଙ୍କ ଲୋକ, ତବେେ ଆକାଶରୁ ଅଗ୍ନି ଆସୁ ଏବଂ ତୁମ୍ଭକୁ ଓ ତୁମ୍ଭର ପଗ୍ଭଶ ଲୋକଙ୍କୁ ଗ୍ରାସ କରୁ।"
  • 13 ଏହାପରେ ଅହସିଯ ତୃତୀୟ ଥର ଅଧିନାଯକ ସହିତ ପଗ୍ଭଶ ଲୋକଙ୍କୁ ପୁଣି ପଠାଇଲେ। ତୃତୀୟ ଅଧିନାଯକ ଏଲିଯ ନିକଟକୁ ୟାଇ ଏଲିଯଙ୍କ ଆଗ ରେ ନମ୍ର ଭାବରେ ମଥାନତ କଲେ ଏବଂ କହିଲେ, " ହେ ପରମେଶ୍ବରଙ୍କ ଲୋକ, ମୁଁ ପ୍ରାର୍ଥନା କରୁଛି, ମାରେ ଜୀବନ ସହିତ ମାରେପଗ୍ଭଶ ଲୋକଙ୍କ ଜୀବନ ଆପଣ ବଞ୍ଚାନ୍ତୁ ଓ ରକ୍ଷା କରନ୍ତୁ।
  • 14 ଅଗ୍ନି ସ୍ବର୍ଗରୁ ଆସି ପୂର୍ବ ଦୁଇ ଅଧିପତି ଓ ସମାନଙ୍କେର ପଗ୍ଭଶ ଲୋକଙ୍କୁ ପୋଡି଼ ପକାଇଲା। ମାତ୍ର ବର୍ତ୍ତମାନ ଆପଣ ଦୟାକରି ଆମ୍ଭମାନଙ୍କୁ ବଞ୍ଚାନ୍ତୁ।"
  • 15 ତତ୍ପରେ ସଦାପ୍ରଭୁଙ୍କ ଦୂତ ଏଲିଯଙ୍କୁ କହିଲେ, "ଅଧିନାଯକଙ୍କ ସହିତ ୟାଅ, ତାଙ୍କୁ ଭୟ କରନାହିଁ।"
  • 16 ତହୁଁ ଏଲିଯ ରାଜାଙ୍କୁ କହିଲେ, "ଇଶ୍ରାୟେଲ ରେ କ'ଣ ପରମେଶ୍ବର ନାହାଁନ୍ତି? ତୁମ୍ଭେ ଇକୋର୍ଣ ଦବେତା ବାଲ୍-ସବୂବଠାରୁ ପ୍ରଶ୍ନ ପଗ୍ଭରିବାକୁ, କିହିଁକି ଦୂତ ପଠାଇଲ? ତୁମ୍ଭର ଏହି କାର୍ୟ୍ଯ ଯୋଗୁଁ ତୁମ୍ଭେ ଶୟ୍ଯାରୁ ଆଉ ଉଠିବ ନାହିଁ, ସହେିଠା ରେ ତୁମ୍ଭେ ମରିବ। ସଦାପ୍ରଭୁ ଏହିସବୁ ବାକ୍ଯଗୁଡିକ କହିଲେ।"
  • 17 ସଦାପ୍ରଭୁ ଏଲିଯଙ୍କୁ ଦଇେ କହିଥିବା ଅନୁସାରେ ଅହସିଯଙ୍କର ମୃତ୍ଯୁ ହେଲା। ତାଙ୍କର ପୁତ୍ର ନଥିବାରୁ ଅହସିଯଙ୍କ ପରେ ଯିହୁଦାର ରାଜା ଯିହାଶାଫେଟ୍ଙ୍କ ପୁତ୍ର ୟିହୋରାମର ଦ୍ବିତୀୟ ବର୍ଷ ରାଜତ୍ବ କାଳ ରେ ୟିହୋରାମ ତାଙ୍କ ପଦ ରେ ରାଜ୍ଯ କରିବାକୁ ଆରମ୍ଭ କଲେ।
  • 18 ଅହସିଯଙ୍କ ଅନ୍ୟ ସମସ୍ତ କାର୍ୟ୍ଯ ଇଶ୍ରାୟେଲ ରାଜାମାନଙ୍କର ଇତିହାସ ପୁସ୍ତକରେ ଲିଖିତ ହାଇେଛି।