wheel

AJC Publications and Media Portal

 

But the Comforter, which is the Holy Ghost, whom the Father will send in my name, he shall teach you all things,
and bring all things to your remembrance, whatsoever I have said unto you. John 14:26


ଦିତୀୟ ବଂଶାବଳୀ ଅଧ୍ୟାୟ 31
  • 1 ନିସ୍ତାରପର୍ବର ଉତ୍ସବ ଶଷେ ହେଲା। ନିସ୍ତାରପର୍ବ ନିମନ୍ତେ ୟିରୁଶାଲମ ରେ ଥିବା ଇଶ୍ରାୟେଲର ଲୋକମାନେ ଯିହୁଦାର ସହରଗୁଡ଼କୁ ଫରେିଗଲେ। ଏହାପରେ ସମାନେେ ସହେି ସହରଗୁଡ଼ିକରେ ଥିବା ପଥରର ମୂର୍ତ୍ତିକୁ ଭାଙ୍ଗି ଧୂଳିସାତ୍ କଲେ। ସହେି ପଥର ମୂର୍ତ୍ତିଗୁଡ଼ିକ ଭଣ୍ଡ ଦବେତାମାନଙ୍କର ପୂଜା କରିବା ନିମନ୍ତେ ବ୍ଯବହୃତ ହେଉଥିଲା। ସହେି ଲୋକମାନେ ଆଶରୋ ସ୍ତମ୍ଭଗୁଡ଼ିକୁ ମଧ୍ଯ କାଟି ପକାଇଲେ। ଆଉ ସମାନେେ ଯିହୁଦା ଓ ବିନ୍ଯାମୀନ ରେ ଥିବା ଉଚ୍ଚ ସ୍ଥାନ ଓ ୟଜ୍ଞବଦେୀଗୁଡ଼ିକୁ ନଷ୍ଟ କରି ଦେଲେ। ଲୋକମାନେ ଇଫ୍ରଯିମ୍ ଓ ମନଃଶିର ସମସ୍ତ ଅଞ୍ଚଳ ରେ ମଧ୍ଯ ସହେି ପ୍ରକାର କଲେ। ଭଣ୍ଡ ଦବେତାର ପୂଜା ଉଦ୍ଦେଶ୍ଯ ରେ ବ୍ଯବହୃତ ସମସ୍ତ ବସ୍ତୁକୁ ବିନଷ୍ଟ ନ କରିବା ପର୍ୟ୍ଯନ୍ତ ଲୋକମାନେ ଏହିପରି କାର୍ୟ୍ଯ କଲେ। ଏହାପରେ ସମସ୍ତ ଇଶ୍ରାୟେଲୀୟମାନେ ସମାନଙ୍କେର ନିଜ ସହର ଓ ଗୃହକୁ ଫରେିଗଲେ।
  • 2 ରାଜା ହିଜକିଯ ଯାଜକ ଓ ଲବେୀୟମାନଙ୍କୁ ସମାନଙ୍କେର ଭିନ୍ନ ଭିନ୍ନ ଦଳ ଅନୁସାରେ ସଂଗଠିତ କଲେ। ପ୍ରେତ୍ୟକକ ଦଳର ନିଜସ୍ବ ବିଶଷେ କାର୍ୟ୍ଯ ରହିଥିଲା। ତେଣୁ ଯାଜକମାନେ ଓ ଲବେୀୟମାନେ ପୁନର୍ବାର ହାମବେଳି ଉପହାର ଓ ମଙ୍ଗଳାର୍ଥକ ନବୈେଦ୍ଯ ଉତ୍ସର୍ଗ କରିବାର କାର୍ୟ୍ଯ କଲେ। ଆଉ ମଧ୍ଯ ପରମେଶ୍ବର ମନ୍ଦିର ରେ ସବୋକାର୍ୟ୍ଯ ଏବଂ ସଦାପ୍ରଭୁଙ୍କ ମନ୍ଦିର ଦ୍ବାରଗୁଡ଼ିକ ନିକଟରେ ପ୍ରଶଂସାଗାନ କରିବା କାର୍ୟ୍ଯ ସମାନଙ୍କେର ଥିଲା।
  • 3 ହିଜକିଯ ତାଙ୍କର ନିଜର ପଶୁପଲ ମଧ୍ଯରୁ କତେୋଟିକୁ ହାମବେଳି ଉପହାର ସ୍ବରୂପେ ଉତ୍ସର୍ଗ କରିବାକୁ ଦେଲେ। ଏହିସବୁ ପଶୁଗୁଡ଼ିକୁ ପ୍ରତିଦିନ ସକାଳେ ଓ ସନ୍ଧ୍ଯା ସମୟରେ ହାମବେଳି ଉପହାର ସ୍ବରୂପେ ବ୍ଯବହାର କରାଯାଉଥିଲା। ଏହି ପଶୁଗୁଡ଼ିକୁ ବିଶ୍ରାମର ବିଶଷେ ଦିନ, ଅମାବାସ୍ଯା ଉତ୍ସବ ଓ ଅନ୍ଯାନ୍ଯ ବିଶଷେ ସଭାମାନଙ୍କ ରେ ଉତ୍ସର୍ଗ କରାଯାଉଥିଲା। ସଦାପ୍ରଭୁଙ୍କ ବ୍ଯବସ୍ଥା ନିଯମ ରେ ଯେଉଁପରି ଲଖାଯାେଉଥିଲା, ଏହା ସହେିପରି କରାଯାଉଥିଲା।
  • 4 ହିଜକିଯ ୟିରୁଶାଲମ ରେ ବାସ କରୁଥିବା ଲୋକମାନଙ୍କୁ ସମାନଙ୍କେର ଶସ୍ଯର ପ୍ରଥମ ଅଂଶ ଯାଜକ ଓ ଲବେୀୟମାନଙ୍କୁ ଦବୋ ନିମନ୍ତେ ଆଦେଶ ଦେଲେ, ଯେଉଁଥିପାଇଁ ଯାଜକ ଓ ଲବେୀୟମାନେ ବ୍ଯବସ୍ଥା ନିଯମାନୁୟାଯୀ କାର୍ୟ୍ଯ କରିବା ରେ ସମାନଙ୍କେର ସମସ୍ତ ସମୟ ଅତିବାହିତ କରିପାରିବେ।
  • 5 ଦେଶର ଚତୁର୍ଦ୍ଦିଗର ଲୋକମାନେ ଏହି ଆଦେଶ ଶୁଣିଲେ। ଅତଏବ ଇଶ୍ରାୟେଲର ଲୋକମାନେ ସମାନଙ୍କେର ଅମଳ ହାଇେଥିବା ଖାଦ୍ୟଶସ୍ଯ, ଅଙ୍ଗୁର ରସ, ତୈଳ, ମହୁ, ଓ ସମାନଙ୍କେ କ୍ଷେତ୍ର ରେ ହେଉଥିବା ସମସ୍ତ ଫସଲର ପ୍ରଥମ ଅଂଶ ଦେଲେ। ସମାନେେ ସହେି ସମସ୍ତ ସାମଗ୍ରୀଗୁଡ଼ିକର ଦଶମାଂଶ ଆଣିଲେ, ଯେଉଁଗୁଡ଼ିକ ୟଥେଷ୍ଟ ଭାବରେ ଯୋଗାଇଲେ।
  • 6 ଇଶ୍ରାୟେଲୀୟ ଓ ୟିହୁଦୀଯ ଲୋକମାନେ, ଯେଉଁମାନେ ଯିହୁଦାର ନଗର ରେ ବାସ କରୁଥିଲେ, ସମାନଙ୍କେର ପଶୁପଲ ଓ ମଷେପଲର ମଧ୍ଯ ଦଶମାଂଶ ଆଣିଲେ। ସଦାପ୍ରଭୁଙ୍କ ନିମନ୍ତେ ଉତ୍ସର୍ଗୀକୃତ ପବିତ୍ର ଜିନିଷର ଏକ ଦଶମାଂଶ ଆଣିଲେ। ଏହି ସମସ୍ତ ସାମଗ୍ରୀ ସମାନେେ ସଦାପ୍ରଭୁ ସମାନଙ୍କେର ପରମେଶ୍ବରଙ୍କ ନିକଟକୁ ଆଣିଲେ। ସମାନେେ ଏହି ସମସ୍ତ ସାମଗ୍ରୀକୁ ଗଦାକରି ରଖିଲେ।
  • 7 ଲୋକମାନେ ସହେି ସାମଗ୍ରୀଗୁଡ଼ିକୁ ତୃତୀୟମାସ ରେ ଆଣିବାକୁ ଆରମ୍ଭ କଲେ ଓ ସମାନେେ ସହେି ବସ୍ତୁସବୁ ସପ୍ତମ ମାସ ରେ ସଂଗ୍ରହ କରି ରଖିବା ଶଷେ କଲେ।
  • 8 ଯେତବେେଳେ ହିଜକିଯ ଓ ନେତାମାନେ ଆସିଲେ, ସମାନେେ ସହେି ସଂଗୃହୀତ ବସ୍ତୁ ସବୁର ସ୍ତୁପସବୁ ଦେଖିବାକୁ ପାଇଲେ। ସମାନେେ ସଦାପ୍ରଭୁଙ୍କର ଓ ତାଙ୍କର ଲୋକ, ଇଶ୍ରାୟେଲର ଲୋକମାନଙ୍କର ପ୍ରଶଂସା କଲେ।
  • 9 ଏହାପରେ ହିଜକିଯ, ଯାଜକ ଓ ଲବେୀୟମାନଙ୍କୁ ଏହି ସ୍ତୁପୀକୃତ ବସ୍ତୁଗୁଡ଼ିକ ବିଷଯ ରେ ପଚାରିଲେ।
  • 10 ସାଦୋକ୍ ବଂଶର ମୁଖ୍ଯଯାଜକ ଅସରିଯ ହିଜକିଯଙ୍କୁ କହିଲେ, "ଲୋକମାନେ ଯେଉଁ ସମୟଠାରୁ ସଦାପ୍ରଭୁଙ୍କ ଗୃହକୁ ଉପହାରସବୁ ଆଣିବା ଆରମ୍ଭ କଲେ, ସହେି ସମୟଠାରୁ ଆମ୍ଭମାନେେ ପ୍ରଚୁର ଖାଦ୍ୟ ଭୋଜନ କରିବାକୁ ପାଉଅଛୁ। ଆମ୍ଭମାନଙ୍କ ଉଦର ପୂର୍ଣ୍ଣ ହବୋ ପର୍ୟ୍ଯନ୍ତ ଆମ୍ଭମାନେେ ଭୋଜନ କରିସାରିଲୁଣି ଓ ଆହୁରି ପ୍ରଚୁର ବଳି ପଡ଼ିଅଛି ! ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଆଶୀର୍ବାଦ କରିଛନ୍ତି। ସେଥିନିମନ୍ତେ ଆମ୍ଭମାନଙ୍କର ଏତେ ଖାଦ୍ୟ ବଳିପଡ଼ୁଅଛି।"
  • 11 ଏହାପରେ ହିଜକିଯ, ଯାଜକମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ନିମନ୍ତେ ଭଣ୍ଡାରଘର ସବୁ ପ୍ରସ୍ତୁତ କରିବାକୁ କହିଲେ। ତେଣୁ ଏହିପରି କରାଗଲା।
  • 12 ଏହାପରେ ଯାଜକମାନେ ନବୈେଦ୍ଯ ଦଶମାଂଶ ଓ ଅନ୍ଯାନ୍ଯ ବସ୍ତୁସବୁ ଆଣିଲେ, ଯେଉଁଗୁଡ଼ିକ କବଳେ ସଦାପ୍ରଭୁଙ୍କୁ ଦିଆୟିବା ନିମନ୍ତେ ଉଦ୍ଦିଷ୍ଟ ଥିଲା, ସହେି ସମସ୍ତ ସଂଗୃହୀତ ବସ୍ତୁ ମନ୍ଦିର ମଧ୍ଯସ୍ଥ ଭଣ୍ଡାର ଘରମାନଙ୍କ ରେ ରଖାଗଲା। ଲବେୀୟ କନାନିଯ ସହେି ସମସ୍ତ ସଂଗୃହୀତ ବସ୍ତୁର ଦାଯିତ୍ବ ରେ ଥିଲେ, ଶିମିଯି ଦ୍ବିତୀୟ ରେ ଏହି ଦାଯିତ୍ବ ରେ ଥିଲେ। ଶିମିଯି କନାନିଯଙ୍କ ଭ୍ରାତା ଥିଲେ।
  • 13 କନାନିଯ ଓ ତାଙ୍କର ଭୟାତା ଶିମିଯି ଏହି ଲୋକମାନଙ୍କର ତତ୍ତ୍ବାବଧାରକ ଥିଲେ : ୟିହୀଯେଲ୍, ଅସସିଯ, ନହତ୍, ଅସା ହେଲ୍, ଯିରମୋେତ୍, ୟୋଷାବଦ୍, ଇଲୀଯଲେ, ୟିଷ୍ମଖିଯ ମାହତ୍ ଓ ବନାଯ। ରାଜା ହିଜକିଯ ଓ ପରମେଶ୍ବର ମନ୍ଦିର ଦାଯିତ୍ବ ରେ ଥିବା ପଦାଧିକାରୀ ଅସରିଯ ସହେି ଲୋକମାନଙ୍କୁ ମନୋନୀତ କଲେ।
  • 14 ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଲୋକମାନେ ମୁକ୍ତ ଭାବରେ ଯେଉଁ ନବୈେଦ୍ଯ ଦେଉଥିଲେ, କୋରି ତାହାର ଦାଯିତ୍ବ ରେ ଥିଲେ। ସଦପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଦତ୍ତ, ସଂଗୃହୀତ ଦାନଗୁଡ଼ିକୁ ବିତରଣ କରିବା ଦାଯିତ୍ବ ତାଙ୍କର ଥିଲା। ଆଉ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ରୀକୃତ ହାଇେଥିବା ଉପହାରଗୁଡ଼ିକୁ ବିତରଣ କରିବାର ଦାଯିତ୍ବ ମଧ୍ଯ ତାଙ୍କର ଥିଲା। କୋରି ପୂର୍ବଦିଗ ରେ ଥିବା ଦ୍ବାରର ଦ୍ବାରପାଳ ଥିଲେ। ତାଙ୍କ ପିତାଙ୍କର ନାମ ଥିଲା ଲବେୀୟ ୟିମ୍ନା।
  • 15 ସେ ଏଦନ୍, ମିନ୍ଯାମୀନ, ଯଶୂେଯ, ଶମଯିଯ, ଅମରିଯ ଓ ଶିଖନିଯ କୋରିଙ୍କୁ ସାହାୟ୍ଯ କରୁଥିଲେ। ସହେି ବ୍ଯକ୍ତିମାନେ, ଯାଜକମାନେ ବାସ କରୁଥିବା ସହରଗୁଡ଼ିକରେ ବିଶ୍ବସ୍ତ ଭାବରେ ସବୋକାର୍ୟ୍ଯ କରୁଥିଲେ। ସମାନେେ ସଂଗୃହୀତ ସାମଗ୍ରୀକୁ ସମାନଙ୍କେର ଆତ୍ମୀଯ ଯାଜକମାନଙ୍କୁ ଦେଲେ, ସମାନେେ ବୃଦ୍ଧ ହୁଅନ୍ତୁ ବା ତରୁଣ।
  • 16 ଏହି ବ୍ଯକ୍ତିଗଣ ଲବେୀୟ ବଂଶର ଇତିହାସ ରେ ନାମ ଲଖାେଥିବା ତିରିଶ ବର୍ଷୀଯଠାରୁ ଅଧିକ ବଯସ୍କ ପୁରୁଷଙ୍କ ଦ୍ବାରା ସଂଗୃହୀତ ବସ୍ତୁଗୁଡ଼ିକ ଦେଉଥିଲେ। ଏହି ସମସ୍ତ ପୁରୁଷମାନଙ୍କୁ ପ୍ରତ୍ଯହ ସବୋକାର୍ୟ୍ଯ କରିବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିର ରେ ପ୍ରବେଶ କରିବାକୁ ପଡ଼ୁଥିଲା, ପ୍ରେତ୍ୟକକ ଦଳ ରେ ଲବେୀୟମାନଙ୍କର ସମାନଙ୍କେର ନିଜ ଦାଯିତ୍ବ ରହିଥିଲା।
  • 17 ଯାଜକମାନଙ୍କୁ ସମାନଙ୍କେର ସଂଗୃହୀତ ବସ୍ତୁର ଅଂଶ ଦଆଯାଉ ଥିଲା। ଏହିସବୁ ବିଭିନ୍ନ ବଂଶରୁ, ଯେଉଁ ଅନୁୟାଯୀ ବଂଶ ଇତିହାସ ରେ ତାଲିକାଭୁକ୍ତ ହାଇେଛନ୍ତି, ତହିଁନୁୟାଯୀ କରାଯାଉଥିଲା। କୋଡ଼ିଏ ବଯସ୍କ ଓ ତଦୁଦ୍ଧର୍‌ବ ବଯସର ଲବେୀୟମାନେ ସମାନଙ୍କେର ସଂଗୃହୀତ ଅଂଶ ପାଉଥିଲେ। ଏହା ସମାନଙ୍କେର ଦାଯିତ୍ବ ଓ ସମାନଙ୍କେର ଦଳାନୁୟାଯୀ ନିରୂପଣ କରାଯାଉଥିଲା।
  • 18 ଲବେୀୟ ଶିଶୁ, ସ୍ତ୍ରୀ, ପୁତ୍ର ଓ କନ୍ଯାଗଣ ମଧ୍ଯ ଏହି ସଂଗୃହୀତ ବସ୍ତୁର ଅଂଶ ଲାଭ କରୁଥିଲେ। ଯେଉଁ ଲବେୀୟମାନେ ବଂଶର ଇତିହାସ ରେ ତାଲିକାଭୁକ୍ତ ହାଇେଥିଲେ, ସମାନଙ୍କେ ନିମନ୍ତେ ଏହିପରି କରାଯାଉ ଥିଲା। କାରଣ ଲବେୀୟମାନେ ସର୍ବଦା ସବୋକାର୍ୟ୍ଯ ନିମନ୍ତେ ନିଜକୁ ପବିତ୍ର ଓ ପ୍ରସ୍ତୁତ କରି ରଖୁଥିଲେ।
  • 19 ଲବେୀୟମାନେ ଯେଉଁ ସହର ରେ ବାସ କରୁଥିଲେ, ତାହା ନିକଟରେ ହାରୋଣଙ୍କ ବଂଶଧର କେତଜେଣ ଯାଜକଙ୍କର ଶସ୍ଯକ୍ଷତେ ଥିଲା। ଆଉ ହାରୋଣଙ୍କର କେତଜେଣ ବଂଶଧର ମଧ୍ଯ ସହରମାନଙ୍କ ରେ ବାସ କରୁଥିଲେ। ହାରୋଣଙ୍କର ଏହି ବଂଶଧରମାନଙ୍କୁ ସଂଗୃହୀତ ଦ୍ରବ୍ଯରୁ ଅଂଶ ଦବୋ ନିମନ୍ତେ ଏହି ପ୍ରେତ୍ୟକକ ସହରର ଲୋକମାନଙ୍କୁ ସମାନଙ୍କେ ନାମ ଦ୍ବାରା ମନୋନୀତ କରାଯାଉ ଥିଲା। ଲବେୀୟମାନଙ୍କ ବଂଶର ଇତିହାସ ରେ ନାମଭୁକ୍ତ କରାୟାଇଥିବା ସମସ୍ତ ପୁରୁଷ ଓ ଅନ୍ୟମାନେ ସଂଗୃହୀତ ଦ୍ରବ୍ଯର ଅଂଶ ଲାଭ କରୁଥିଲେ।
  • 20 ଅତଏବ ରାଜା ହିଜକିଯ ଯିହୁଦା ରେ ଏହି ସମସ୍ତ ଉତ୍ତମ କାର୍ୟ୍ଯ କଲେ। ସେ ତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ଦୃଷ୍ଟି ରେ ଉତ୍ତମ ଓ ଯଥାର୍ଥ କର୍ମ କଲେ ଓ ବିଶ୍ବସ୍ତ ଥିଲେ।
  • 21 ଯେଉଁ ପ୍ରେତ୍ୟକକ କାର୍ୟ୍ଯ ସେ ଆରମ୍ଭ କଲେ, ଯଥା :- ପରମେଶ୍ବରଙ୍କ ମନ୍ଦିରର ସବୋକାର୍ୟ୍ଯ ଓ ବ୍ଯବସ୍ଥା ନିଯମ ଓ ଆଦେଶର ବାଧ୍ଯ ହବୋ ଏବଂ ତାଙ୍କର ପରମେଶ୍ବରଙ୍କର ଅନୁଗମନ କରିବା ରେ ସେ ସଫଳ ହେଲେ। ହିଜକିଯ ଏହି ସମସ୍ତ ବିଷଯ ତାଙ୍କର ହୃଦଯର ସହିତ କଲେ।